ଛାତ ଭୁଶୁଡ଼ି ୫ବର୍ଷର ଶିଶୁ ମୃତ, ୩ ଆହତ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଅଭାବନୀୟ ଘଟଣା ଘଟିଛି। ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା ବେଳେ ୩ଜଣ ଆହତ ହୋଇଛନ୍ତି। ରାତିରେ ବାପା, ମାଆ ଓ ଦୁଇ ଛୋଟ ପୁଅ ଘରେ ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡ଼ିଥିଲା। ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମାଆ ଓ ଅନ୍ୟ ଜଣେ ପୁଅ ଏବେବି […]

man

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 12:35 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଅଭାବନୀୟ ଘଟଣା ଘଟିଛି। ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା ବେଳେ ୩ଜଣ ଆହତ ହୋଇଛନ୍ତି। ରାତିରେ ବାପା, ମାଆ ଓ ଦୁଇ ଛୋଟ ପୁଅ ଘରେ ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡ଼ିଥିଲା। ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମାଆ ଓ ଅନ୍ୟ ଜଣେ ପୁଅ ଏବେବି ଚିକିତ୍ସାଧୀନ ଅଛନ୍ତି।

 

 

 

Related story