ବିଛୁଡି ହୋଇଥିଲା ୫୦୦ ଟଙ୍କିଆ ନୋଟ୍‌, ଛୁଇଁବାକୁ ଛାତିରେ ପଶିଲା ଛନକା

ରାଉରକେଲା (ପବନ ତିୱାରୀ): ଟଙ୍କା ଲୋଭ କାହାର ନାହିଁ? ହେଲେ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ରାସ୍ତାରେ ପଡ଼ିଥିବା ଟଙ୍କା କେହି ଉଠାଇବାକୁ ସାହାସ କରୁନାହାନ୍ତି। ମହାମାରୀ ‘କରୋନା’ ପାଇଁ ଆଜି ଏମିତି ଭୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ଟଙ୍କା ରାସ୍ତାରେ ପଡ଼ିଥିଲେ ବି ଛୁଇଁବାକୁ ଛାତିରେ ଛନକା ପଶି ଯାଉଛି। ଏମିତି ଚିତ୍ର ରାଉରକେଲାରୁ ଆସିଛି। ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀ ରୋଡ୍‌ରେ ଆଜି ସନ୍ଧ୍ୟାରେ କିଛି ପାଞ୍ଚ ଶହ ଟଙ୍କିଆ ନୋଟ୍ ପଡ଼ିଥିଲା। […]

notes

notes

Manoranjan Sial
  • Published: Tuesday, 05 May 2020
  • Updated: 05 May 2020, 10:17 PM IST

ରାଉରକେଲା (ପବନ ତିୱାରୀ): ଟଙ୍କା ଲୋଭ କାହାର ନାହିଁ? ହେଲେ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ରାସ୍ତାରେ ପଡ଼ିଥିବା ଟଙ୍କା କେହି ଉଠାଇବାକୁ ସାହାସ କରୁନାହାନ୍ତି। ମହାମାରୀ ‘କରୋନା’ ପାଇଁ ଆଜି ଏମିତି ଭୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ଟଙ୍କା ରାସ୍ତାରେ ପଡ଼ିଥିଲେ ବି ଛୁଇଁବାକୁ ଛାତିରେ ଛନକା ପଶି ଯାଉଛି। ଏମିତି ଚିତ୍ର ରାଉରକେଲାରୁ ଆସିଛି।

ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀ ରୋଡ୍‌ରେ ଆଜି ସନ୍ଧ୍ୟାରେ କିଛି ପାଞ୍ଚ ଶହ ଟଙ୍କିଆ ନୋଟ୍ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଏପରିକି ପରସ୍ପର ମଧ୍ୟରେ ଟୁପୁରୁ ଟାପୁରୁ ହେଉଥିଲେ। ହେଲେ ରାସ୍ତା ଉପରେ ପଡ଼ିଥିବା ଟଙ୍କା କେହି ଉଠାଇବାକୁ ସାହସ କରିପାରୁନଥିଲେ। ପରେ କଥା ଯାଇ ପହଞ୍ଚିଥିଲା ପୁଲିସ ପାଖରେ। ଉଦିତନଗର ଥାନା ଅଧିକାରୀ ସେଠାରେ ନୋଟ୍‌ ଗୁଡିକୁ ଉଠାଇ ଯାଞ୍ଚ କରିଥିଲେ। ସେହି ଟଙ୍କା ଅସଲୀ ବୋଲି ଜାଣିବାକୁ ପାଇଥିଲେ। ପୁଲିସ ସେହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏତେ ପରିମାଣର ଟଙ୍କା କିଏ ଓ କହିଁକି ସେଠାରେ ଫିଙ୍ଗିଲା, ତାହା ସ୍ପଷ୍ଟ ହୋଇନାହିଁ। ମହାମାରୀ କରୋନା ପାଇଁ ଲୋକଙ୍କ ମନ ଭିତରେ ଏପରି ଭୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story