ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ୫୦୦୦ ତଣ୍ଡ ଗଣିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଗୋ ପାଳକ ସାବଧାନ। ଏଣିକି ରାସ୍ତାକୁ ଗୋରୁଗାଈ ଛାଡି ଧରାପଡିଲେ ଦେବେ ୫ ହଜାର ଟଙ୍କା ଫାଇନ୍।  ବୁଲା ଗୋରୁଗାଈଙ୍କ ଉପରେ କଡା ନଜର ରଖିବ ବିଏମସି । ଯଦି କେଉଁ ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତାହେଲେ ସେମାନଙ୍କୁ ବିଏମସିର ଟିମ୍ ଧରିନେଇ କାଞ୍ଜିଆ ହୁଦାରେ ରଖିବେ  ଗୋରୁ ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଫାଇନ ଗଣିବେ ଗୋ-ପାଳକ। ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ଗୋପାଳକମାନେ ମାଲିକାନା ଦାବି କରିପାରିବେ।  ଯଦି […]

Cattle-menace-1

Cattle-menace-1

Tapas Behera
  • Published: Saturday, 01 February 2020
  • Updated: 01 February 2020, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜଧାନୀରେ ଗୋ ପାଳକ ସାବଧାନ। ଏଣିକି ରାସ୍ତାକୁ ଗୋରୁଗାଈ ଛାଡି ଧରାପଡିଲେ ଦେବେ ୫ ହଜାର ଟଙ୍କା ଫାଇନ୍।  ବୁଲା ଗୋରୁଗାଈଙ୍କ ଉପରେ କଡା ନଜର ରଖିବ ବିଏମସି । ଯଦି କେଉଁ ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତାହେଲେ ସେମାନଙ୍କୁ ବିଏମସିର ଟିମ୍ ଧରିନେଇ କାଞ୍ଜିଆ ହୁଦାରେ ରଖିବେ  ଗୋରୁ ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଫାଇନ ଗଣିବେ ଗୋ-ପାଳକ।

ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ଗୋପାଳକମାନେ ମାଲିକାନା ଦାବି କରିପାରିବେ।  ଯଦି ଦ୍ୱିତୀୟ ଥର ଧରାପଡେ, ତାହେଲେ ସମ୍ପୃକ୍ତ ଗୋରୁଗାଈକୁ ପଡୋଶୀ ଜିଲ୍ଲାର ଯେଉଁ ସ୍ୱଂୟ ସହାୟକ ଗୋଷ୍ଠୀ ଡାଏରୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story