ଗୁଣି ସନ୍ଦେହରେ ହତ୍ୟା: ୬ ଜଣଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର(ପ୍ରଣୟ ପାଣି): ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ବର୍ଷେ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ଗୁଣି ସନ୍ଦେହରେ ଗିରଫ ମହିଳାଙ୍କୁ କୋର୍ଟ ୩ ବର୍ଷ ଜେଲ୍‌ […]

keojher

keojher

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 05:16 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ବର୍ଷେ ଲେଖାଏଁ ଦଣ୍ଡ ଭୋଗିବାକୁ ପଡ଼ିବ। ତେବେ ଗୁଣି ସନ୍ଦେହରେ ଗିରଫ ମହିଳାଙ୍କୁ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

୨୦୧୫ ମସିହା ଜୁଲାଇ ୧୩ ତାରିଖ ଘଟଣା। ରାତିରେ ଲହଣ୍ଡା ମୁଣ୍ଡା ସାହିର ଗୁରା ମୁଣ୍ଡାଙ୍କ ୧୦ ପ୍ରାଣୀ କୁଟୁମ୍ୱାଇ ଖାଇପିଇ ଘରେ ଶୋଇଥିଲେ। ଗୁଣିଗାରେଡି ସନ୍ଦେହରେ ବିଳମ୍ୱିତ ରାତିରେ ଗାଁର କେତେକ ଲୋକ ଧାରୁଆ ଅସ୍ତ୍ର ଧରି ଗୁରାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏପରିକି ଛୋଟ ଛୁଆଙ୍କୁ ମଧ୍ୟ ଛାଡି ନ ଥିଲେ।

ଗାଁ ଲୋକଙ୍କ ଆକ୍ରମଣରେ ଗୁରା ମୁଣ୍ଡା, ତାଙ୍କ ସ୍ତ୍ରୀ ବୁଧୁନୀ ମୁଣ୍ଡା, ଦୁଇ ଝିଅ ସୋମବାରୀ ଓ ନମିତାଙ୍କ ସହ ଦୁଇ ପୁଅ ସୁନୀଲ ଓ କୁଶ ମୁଣ୍ଡା ମୃତ୍ୟୁ ଘଟିଥିଲେ। ତେବେ ମୃତ ଗୁରାଙ୍କ ଅନ୍ୟ ଦୁଇ ପୁଅ ଗଣିତ ଓ ଶମ୍ବୁ ମୁଣ୍ଡା ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୧୦ ଜଣଙ୍କୁ ଗିରଫ କରିଥିଲା। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନକୁ ଆଧାର କରି ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନ କରିଛନ୍ତି। ଏଥି ସହ ଅନ୍ୟ ଜଣେ ମହିଳା ଅଭିଯୁକ୍ତ ପାଣ୍ଡିରା ମୁଣ୍ଡାଙ୍କୁ ଗୁଣି ଗାରେଡି ଆରୋପରେ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ। ଦଣ୍ଡିତ ହୋଇଥିବା ୬ ଜଣ ହେଲେ ମାନା ମୁଣ୍ଡା, ବାବୁଲ ମୁଣ୍ଡା, ଉମା ମୁଣ୍ଡା, ବାବୁଲାଲ ମୁଣ୍ଡା, ରତନା ମୁଣ୍ଡା ଓ ଈଶ୍ଵର ମୁଣ୍ଡା।

ତେବେ ଗିରଫ ନାବାଳିକଙ୍କ ମାମଲା ଏବେ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story