ରାଜ୍ୟରେ ୩ ମାସରେ ୬୦୨ ପିଲା ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦୨ ନାବାଳକନାବାଳିକା ନିଖୋଜ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଅନୁସାରେ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣଙ୍କ ସନ୍ଧାନ ମିଳିଛି। । ଏହି ୩ […]

mantri-1..

Niharika Rout
  • Published: Sunday, 21 July 2019
  • , Updated: 21 July 2019, 08:34 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦୨ ନାବାଳକନାବାଳିକା ନିଖୋଜ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ସୂଚନା ଅନୁସାରେ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣଙ୍କ ସନ୍ଧାନ ମିଳିଛି। ।

ଏହି ୩ ମାସ ବ୍ୟବଧାନରେ ୧୦୦ ନାବାଳକ ମଧ୍ୟ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କ ସନ୍ଧାନ ମିଳିଛି। ନାବାଳକ ନିଖୋଜ ନେଇ ୯୫ଟି ମାମଲା ରୁଜୁ ହୋଇଛି।

Related story