୬୮ ଓ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ହିଷ୍ଟ୍ରି ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬୮ ଓ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। ୬୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବରହମପୁରର ୨ ବର୍ଷର ଶିଶୁ କନ୍ୟା। ଏପ୍ରିଲ ୬ ତାରିଖରୁ ତାଙ୍କୁ ଥଣ୍ଡା ଓ କାଶ ହୋଇଛି। ପରେ ତାଙ୍କୁ ଦୁଇ ଥର ବରହମପୁର ହସ୍ପିଟାଲକୁ ନିଆଯାଇଥିଲା। ଏପ୍ରିଲ ୭ରୁ ୧୬ ମଧ୍ୟରେ ଶିଶୁ କନ୍ୟାକୁ ୨ ଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ ୧୯ ତାରିଖରେ ପଜିଟିଭ ଆସିବା ପରେ ଅଶ୍ୱିନୀ […]

novel corona

novel corona

Manoranjan Sial
  • Published: Tuesday, 21 April 2020
  • Updated: 21 April 2020, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬୮ ଓ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ହିଷ୍ଟ୍ରି ଦେଲେ ରାଜ୍ୟ ସରକାର। ୬୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବରହମପୁରର ୨ ବର୍ଷର ଶିଶୁ କନ୍ୟା। ଏପ୍ରିଲ ୬ ତାରିଖରୁ ତାଙ୍କୁ ଥଣ୍ଡା ଓ କାଶ ହୋଇଛି। ପରେ ତାଙ୍କୁ ଦୁଇ ଥର ବରହମପୁର ହସ୍ପିଟାଲକୁ ନିଆଯାଇଥିଲା। ଏପ୍ରିଲ ୭ରୁ ୧୬ ମଧ୍ୟରେ ଶିଶୁ କନ୍ୟାକୁ ୨ ଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ ୧୯ ତାରିଖରେ ପଜିଟିଭ ଆସିବା ପରେ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ଠିକ୍‌ ସେହିପରି ୪୦ ବର୍ଷୀୟ ୬୯ ନମ୍ବର ‘କରୋନା’ ଆକ୍ରାନ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ। ପୂର୍ବରୁ ତାଙ୍କର ଜଣେ ସଂପର୍କୀୟ ‘କରୋନା’ରେ ଆକ୍ରାନ୍ତ ଥିବାରୁ ସେ ହୋମ୍‌ କ୍ୱାରେଣ୍ଟିନରେ ରହିଥିଲେ। ଲକ୍ଷଣ ପ୍ରକାଶ ପାଇବାରୁ ୨୦ ଏପ୍ରିଲରେ ସାମ୍ପଲ ନିଆଯାଇଥିଲା। ସାମ୍ପଲ ପଜିଟିଭ ଆସିବାରୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ତେବେ ଗତ ଦୁଇ ଦିନ ହେଲା ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story