ବାଜିଲା ମୋ’ ସରକାର ଛାଟ, ରକ୍ତ ଦଲାଲି କରି ୭ ଗିରଫ

ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଳଡ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି। ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ମେଡିକାଲ ଯାଇ ଅନୁଧ୍ୟାନ କରିଥିଲେ । ଏହାପରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ମୋ ସରକାର ଅଧାରରେ ସମସ୍ତଙ୍କୁ […]

dharmagada-2--1

dharmagada-2--1

Niharika Rout
  • Published: Thursday, 13 February 2020
  • Updated: 13 February 2020, 07:56 AM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଳଡ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି।

ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ମେଡିକାଲ ଯାଇ ଅନୁଧ୍ୟାନ କରିଥିଲେ । ଏହାପରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ମୋ ସରକାର ଅଧାରରେ ସମସ୍ତଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story