ରାଜ୍ୟରେ ପ୍ରତିଦିନ ୭ ଜଣ ନାବାଳିକା କୁଆଡ଼େ ହଜିଯାଉଛନ୍ତି ? NCRBରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି । NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ, ନିଖୋଜ ହେବା ପରେ କିନ୍ତୁ ପୁଲିସ ଏମାନଙ୍କୁ ଉଦ୍ଧାର କରିବାରେ ସଫଳ ହେଉନି। କେବଳ ୨୦୧୮ରେ ୨୬୬୫ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ନିଖୋଜ ୨୬୯୮ରୁ ଫେରିଛନ୍ତି ମାତ୍ର ୮୫୪ ଜଣ। ଏପରି ସ୍ଥିତିରେ ନିଖୋଜ ନାବାଳିକାଙ୍କୁ […]

rape-1-750x420

rape-1-750x420

Tapas Behera
  • Published: Thursday, 30 January 2020
  • Updated: 30 January 2020, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତିଦିନ ପ୍ରାୟ ୭ ଜଣ ନାବାଳିକାଙ୍କୁ ଅପହରଣ କରାଯାଉଛି । NCRBର ଏ ତଥ୍ୟ ନାବାଳିକାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି। ଗରିବ ନାବାଳିକାଙ୍କୁ କାମ ଦେବାର ପ୍ରଲୋଭନ ହେଉ କି ଯୌନ ଶୋଷଣ, ନିଖୋଜ ହେବା ପରେ କିନ୍ତୁ ପୁଲିସ ଏମାନଙ୍କୁ ଉଦ୍ଧାର କରିବାରେ ସଫଳ ହେଉନି। କେବଳ ୨୦୧୮ରେ ୨୬୬୫ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ନିଖୋଜ ୨୬୯୮ରୁ ଫେରିଛନ୍ତି ମାତ୍ର ୮୫୪ ଜଣ। ଏପରି ସ୍ଥିତିରେ ନିଖୋଜ ନାବାଳିକାଙ୍କୁ ଖୋଜିବାକୁ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଅପରେସନ ମୁସ୍କାନକୁ ନେଇ ପ୍ରଶ୍ନ ଉଠିଛି।

ସୁନ୍ଦରଗଡ ବାଲିଶଙ୍କରା ସରାଜଙ୍ଗା ଗାଁର ଫ୍ଳୋରା ଲାକଡା । ୧୮ ବର୍ଷ ତଳେ ନିଜ ୧୪ ବର୍ଷର ଝିଅ ଘରୁ କେଉଁ ଆଡେ ପଳାଇଥିଲା। ଦଲାଲର ପ୍ରଲୋଭନରେ ଦିଲ୍ଲୀରେ ଚାକିରି କରିବାକୁ ଯାଇଥିବା ଝିଅର ଆଉ ପତ୍ତା ମିଳୁନି। ସେହି ଗାଁର ବ୍ଲାସିଉସ୍ ଲାକଡାଙ୍କ ୧୪ ବର୍ଷ ଝିଅ ବି ୧୪ ବର୍ଷ ହେବ ନିଖୋଜ । ଦୁଇ ପରିବାର ଖୋଜାଖୋଜି ପରେ ପୁଲିସରେ ବି ଅଭିଯୋଗ କରିଥିଲେ । ହେଲେ ଫଳ କିଛି ହେଲାନି । କେବଳ ଗୋଟିଏ କି ଦୁଇଟି ଉଦାହରଣ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଏମିତି ନାବାଳିକାଙ୍କ ନିଖୋଜ ଖବର ନିତିଦିନିଆ ହୋଇଗଲାଣି।

NCRBର ତଥ୍ୟ କହୁଛି କେବଳ ୨୦୧୮ରେ ରାଜ୍ୟରେ ଅପହରଣ ହୋଇଛନ୍ତି ୨୬୬୫ ନାବାଳିକା । ଏମାନଙ୍କ ମଧ୍ୟରୁ ୧୬ରୁ ୧୮ ବର୍ଷୀୟ ନାବାଳିକାଙ୍କ ସଂଖ୍ୟା ୧୮୯୮ ।  ସେହିପରି ୧୨ରୁ ୧୬ ବର୍ଷ ଭିତରେ ଅପହୃତାଙ୍କ ସଂଖ୍ୟା ୬୫୮। ପ୍ରତିଦିନ ୭ ଜଣ ନାବାଳିକା ଅପହରରେ ଶିକାର ହେଉଛନ୍ତି।  ଅନେକ କ୍ଷେତ୍ରରେ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଉନି ।

ନାବାଳିକା ଅପହରଣରେ ଓଡିଶାରେ ଦେଶରେ ୬ ନମ୍ବର ସ୍ଥାନରେ ରହିଛି । ସରକାରୀ ତଥ୍ୟ ଅନୁସାରେ ଗତ ୪ ବର୍ଷରେ ୬ ହଜାର ୫୭୯ ନାବାଳିକା ନିଖୋଜ  ଥିଲେ। ଏମାନଙ୍କୁ ଖୋଜିବା ପାଇଁ ୨୦୧୫ରେ ଆରମ୍ଭ ହୋଇଥିଲା ଅପରେସନ ମୁସ୍କାନ। ତେବେ ୪ ବର୍ଷରେ ଉଦ୍ଧାର ହୋଇଛନ୍ତି ଏହାର ଅଧା, ପ୍ରାୟ ୩ ହଜାର ୩୦ ଜଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story