ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ

ଭଦ୍ରକ(ତପନ ସ୍ୱାଇଁ) :ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ୭ଜଣ ଯୁବତୀକୁ ଉଦ୍ଧାର କଲା ଭଦ୍ରକ ସହରାଞ୍ଚଳ ପୁଲିସ। ଏମାନେ ଦଲାଲ ମାଧ୍ୟମରେ ବେଆଇନ ଭାବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ଏସ୍ଏସ୍ ଫୁଡସ୍ ନାମକ ଏକ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ କିଛି ନାବାଳିକା ଥିବା ପୁଲିସ୍ କହିଛି। ଉଦ୍ଧାର ଯୁବତୀଙ୍କ ଘର ଭଦ୍ରକ ଆରଡ଼ି, ଅସୁରାଳି […]

ddd

ddd

Jyoshna Pradhan
  • Published: Sunday, 02 June 2019
  • Updated: 02 June 2019, 07:41 PM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ) :ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ୭ଜଣ ଯୁବତୀକୁ ଉଦ୍ଧାର କଲା ଭଦ୍ରକ ସହରାଞ୍ଚଳ ପୁଲିସ। ଏମାନେ ଦଲାଲ ମାଧ୍ୟମରେ ବେଆଇନ ଭାବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ଏସ୍ଏସ୍ ଫୁଡସ୍ ନାମକ ଏକ କମ୍ପାନୀକୁ କାମ କରିବାକୁ ଯାଉଥିଲେ।

ତେବେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ କିଛି ନାବାଳିକା ଥିବା ପୁଲିସ୍ କହିଛି। ଉଦ୍ଧାର ଯୁବତୀଙ୍କ ଘର ଭଦ୍ରକ ଆରଡ଼ି, ଅସୁରାଳି ଓ ତିହିଡ଼ି ଅଂଚଳର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos