ସାପ କାମୁଡ଼ାରେ ଝିଅ ମୃତ; ବାପା ଗୁରୁତର

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସଦର ବ୍ଲକ୍ ସଂକିର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାପାଙ୍କୁ ବି ସାପ କାମୁଡ଼ି ଦେଇଛି।  ତାଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ନାବାଳିକାଙ୍କ ନାଁ କୁନ୍ତଳା ମୁଣ୍ଡା। ତାଙ୍କ ବୟସ ୭ ବର୍ଷ। ଗୁରୁତର ଅବସ୍ଥାରେ ତାଙ୍କ ବାପା ସୁକୁଲାଲ ମୁଣ୍ଡାଙ୍କୁ କେନ୍ଦୁଝର ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। କୁନ୍ତଳାଙ୍କର ବାନ୍ତି ହେବାରୁ ପରିବାର ଲୋକେ ସାପ କାମୁଡ଼ି ଥିବା ଜାଣିପାରିଥିଲେ।

snakebite

snakebite

Jitendra Garnayak
  • Published: Saturday, 18 August 2018
  • Updated: 18 August 2018, 09:02 AM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସଦର ବ୍ଲକ୍ ସଂକିର ଗାଁରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତାଙ୍କ ବାପାଙ୍କୁ ବି ସାପ କାମୁଡ଼ି ଦେଇଛି।  ତାଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକ ନାବାଳିକାଙ୍କ ନାଁ କୁନ୍ତଳା ମୁଣ୍ଡା। ତାଙ୍କ ବୟସ ୭ ବର୍ଷ। ଗୁରୁତର ଅବସ୍ଥାରେ ତାଙ୍କ ବାପା ସୁକୁଲାଲ ମୁଣ୍ଡାଙ୍କୁ କେନ୍ଦୁଝର ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। କୁନ୍ତଳାଙ୍କର ବାନ୍ତି ହେବାରୁ ପରିବାର ଲୋକେ ସାପ କାମୁଡ଼ି ଥିବା ଜାଣିପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos