ଖବର ମିଳିଲା, ବନ୍ଧା ହେଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ଥିବା ବେଳେ ଜୋରସୋରରେ ଚାଲିଛି ନିଶା କାରବାର। ଆଖିରେ ଧୂଳି ଦେଇ ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ବୋଲଗଡ଼ ଥାନା ଅନ୍ତର୍ଗତ ଅସରନ୍ଦା ଗାଁରୁ ଆଜି ୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହାସହ ଗୋଟିଏ କାର୍‌ ଓ ୨ ଲକ୍ଷ ୬ […]

88899777

88899777

Tapaswini Nayak
  • Published: Tuesday, 05 May 2020
  • Updated: 05 May 2020, 02:00 PM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ଥିବା ବେଳେ ଜୋରସୋରରେ ଚାଲିଛି ନିଶା କାରବାର। ଆଖିରେ ଧୂଳି ଦେଇ ନିଶା କାରବାର କରୁଛନ୍ତି ନିଶା ବେପାରୀ। ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ବୋଲଗଡ଼ ଥାନା ଅନ୍ତର୍ଗତ ଅସରନ୍ଦା ଗାଁରୁ ଆଜି ୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହାସହ ଗୋଟିଏ କାର୍‌ ଓ ୨ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅସରନ୍ଦା ଗାଁରେ ଗଞ୍ଜେଇ କାରବାର ଚାଲିଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଉ ଆଜି ସକାଳେ ଗାଁରେ ଚଢ଼ଉ କରିଥିଲା।

ସୂଚନାଯୋଗ୍ୟ, କିଛିଦିନ ତଳେ ବେଗୁନିଆ ଅଞ୍ଚଳରୁ ମଦ କାରଖାନା ଠାବ କରାଯାଇଥିଲା । ସେଠାରୁ ମଦ ତିଆରି ସାମଗ୍ରୀ, ୧୭ ଲକ୍ଷ ଟଙ୍କା ଓ ଏକ କାର ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story