ଆନ୍ତଃରାଜ୍ୟ ବାଇକ୍‌ ଲୁଟେରା ଗ୍ୟାଙ୍ଗର ୭ ଗିରଫ, ୨୧ ବାଇକ୍ ଜବତ

ରାଉରକେଲା: ରାଉରକେଲାରୁ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ। ସେମାନଙ୍କ ଠାରୁ ୨୧ଟି ବାଇକ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନେଟଓ୍ୱର୍କ ବିସ୍ତାର କରିବା ସହ ଚୋରି ବାଇକକୁ ଝାଡ଼ଖଣ୍ଡର ଗ୍ରାମୀଣ ଅଞ୍ଚଳରେ ବିକ୍ରି କରୁଥିଲେ।

bike

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 02:48 PM IST

ରାଉରକେଲା: ରାଉରକେଲାରୁ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ। ସେମାନଙ୍କ ଠାରୁ ୨୧ଟି ବାଇକ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନେଟଓ୍ୱର୍କ ବିସ୍ତାର କରିବା ସହ ଚୋରି ବାଇକକୁ ଝାଡ଼ଖଣ୍ଡର ଗ୍ରାମୀଣ ଅଞ୍ଚଳରେ ବିକ୍ରି କରୁଥିଲେ।

https://youtu.be/7NcoG9coRp8

Related story