ବ୍ୟାଙ୍କକୁ ସୁନା ନାଁରେ ପିତ୍ତଳ ଦେଇ ବନ୍ଧା ହେଲେ ୮

ସୋନପୁର(ରବୀନ୍ଦ୍ର ହୋତା): ସୁନା ନାଁରେ ପିତ୍ତଳ ଦେଇ ଠକି ନେଲେ ୫୨ ଲକ୍ଷରୁ ଅଧିକ ଟଙ୍କା। ଖୁବ୍ ଚତୁରତାର ସହ ବ୍ୟାଙ୍କରୁ ଠକି ଦେଇଛନ୍ତି ଠକ। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଏହି ଠକେଇ କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଠକମାନେ ସୋନପୁର ବରୋଦା ବ୍ୟାଙ୍କ ଶାଖାରେ ନକଲି […]

arrest

arrest

Niranjan Mishra
  • Published: Tuesday, 06 December 2022
  • Updated: 06 December 2022, 06:28 PM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): ସୁନା ନାଁରେ ପିତ୍ତଳ ଦେଇ ଠକି ନେଲେ ୫୨ ଲକ୍ଷରୁ ଅଧିକ ଟଙ୍କା। ଖୁବ୍ ଚତୁରତାର ସହ ବ୍ୟାଙ୍କରୁ ଠକି ଦେଇଛନ୍ତି ଠକ। ହେଲେ ଚୋରଘର ସବୁବେଳେ ଅନ୍ଧାର ନ ଥାଏ। ଏହି ଠକେଇ କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ଠକମାନେ ସୋନପୁର ବରୋଦା ବ୍ୟାଙ୍କ ଶାଖାରେ ନକଲି ସୁନା ବନ୍ଧା ରଖି ପ୍ରାୟ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କାର ଠକି ନେଇଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ଏହି ଠକେଇ ହୋଇଛି। ଏହା ଜଣାପଡିବା ପରେ ବ୍ୟାଙ୍କର ଶାଖା ପରିଚାଳକ ଯଜ୍ଞେଶ୍ୱର ସାମଲ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସୋନପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କରେ ବନ୍ଧା ପଡ଼ିଥିବା ସୁନାଗୁଡ଼ିକ ଯାଞ୍ଚ ବେଳେ ପିତଳ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ସୁନାରୀ ସମେତ ମୋଟ ୧୧ ଜଣ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଥିମଧ୍ୟରୁ ଆଜି ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଯାହା ଭିତରେ ସୁନାରି ମଧ୍ୟ ଅଛନ୍ତି। ସେମାନେ ହେଲେ ସୋନପୁର ବିନିକା ସିଲାଟିର ଈଶ୍ୱର ସରାଫ, ତାଙ୍କ ପୁଅ ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡୁଙ୍ଗରିପାଲି ଅନ୍ତର୍ଗତ ଚେରୁପାଲିର ଡାକ୍ତର ସେଠ୍, ଉଲୁଣ୍ଡା ଇଚ୍ଛାପୁରର ରାମକୁମାର ମେହେର, ବରଗଡ଼ ଜିଲ୍ଲା ବାଇଡେନ୍ ଥାନା ଅନ୍ତର୍ଗତ ରୁଷୁଡ଼ାର ରାମଚନ୍ଦ୍ର ବଣିଆ ଓ ସୁନାରୀ ସୋନପୁର ଘୋଡ଼ା ଘାଟପଡ଼ାର ଜୟନାରାୟଣ ମହାରଣା।

ବ୍ୟାଙ୍କର ପୂର୍ବତନ ସୁନାରୀ ଜୟନାରାୟଣ ଠକେଇର ମୁଖ୍ୟ କାର୍ପଟଦାର। ନକଲି ସୁନା ଦେଇ ଋଣ ନେଇଥିବା ୭ ଜଣଙ୍କୁ ସେ ଅସଲି ସୁନା ବୋଲି ସାର୍ଟିଫିକେଟ ଯୋଗାଇ ଦେଇଥିଲେ। ଏହି ମାମଲାରେ ବ୍ୟାଙ୍କର ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story