ପୁଣି ମାତିଲେ ଖଣି ଲୁଟେରା, ୮ ଗିରଫ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ରୁଗୁଡ଼ି ଥାନା କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ୍‌ ଚୋରି କରିବା ଅଭିଯୋଗରେ ପୁଲିସ୍‌ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌ ୨ଟି ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ ମୋଟର ସାଇକେଲ୍‌ ଓ ୮ଟି ମୋବାଇଲ୍‌ ସହ ଏକ ଲକ୍ଷ ଟଙ୍କା ଜବତ କରିଛି। ଆଜି ସକାଳେ ମାଙ୍ଗାନିଜ୍ ଚାଲାଣ ବେଳେ ପୁଲିସ୍‌ ଚଢ଼ାଉ କରିବା ସହ ଦୁଇଟି ଟ୍ରକ୍‌କୁ ଅଟକାଇଥିଲା । ତେବେ ଗାଡ଼ ଦୁଇଟି ନଅଟକିବାରୁ ପୁଲିସ୍‌ର ସନ୍ଦେହ ହୋଇଥିଲା। […]

khani-1

khani-1

Niharika Rout
  • Published: Wednesday, 09 October 2019
  • Updated: 09 October 2019, 09:19 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ରୁଗୁଡ଼ି ଥାନା କାଟା ସାହି ନିକଟ ଜଙ୍ଗଲରୁ ମାଙ୍ଗାନିଜ୍‌ ଚୋରି କରିବା ଅଭିଯୋଗରେ ପୁଲିସ୍‌ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌ ୨ଟି ଟ୍ରକ୍‌, ଗୋଟିଏ ବୋଲେରୋ, ଗୋଟିଏ ମୋଟର ସାଇକେଲ୍‌ ଓ ୮ଟି ମୋବାଇଲ୍‌ ସହ ଏକ ଲକ୍ଷ ଟଙ୍କା ଜବତ କରିଛି।

ଆଜି ସକାଳେ ମାଙ୍ଗାନିଜ୍ ଚାଲାଣ ବେଳେ ପୁଲିସ୍‌ ଚଢ଼ାଉ କରିବା ସହ ଦୁଇଟି ଟ୍ରକ୍‌କୁ ଅଟକାଇଥିଲା । ତେବେ ଗାଡ଼ ଦୁଇଟି ନଅଟକିବାରୁ ପୁଲିସ୍‌ର ସନ୍ଦେହ ହୋଇଥିଲା। ଏହା ପରେ ପୁଲିସ୍ ପିଛା କରି ଦୁଇଟି ଯାକ ଟ୍ରକ୍‌କୁ ଜବତ କରିଥିଲା । ଦୁଇଟି ଯାକ ଟ୍ରକ୍‌ ନମ୍ବର ପଶ୍ଚିମବଙ୍ଗର ଓ ବୋଲେରୋର ନମ୍ବର ଝାରଖଣ୍ଡର ହୋଇଥିବାରୁ ଖଣି ଲୁଟେରାଙ୍କ ଲିଙ୍କ୍‌ ରାଜ୍ୟ ବାହାରେ ଥିବାର ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story