ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ଜାଲୁଆ ସାହିରେ ଥମିବାର ନାଁ ନେଉନି କରୋନା। ଜାଲୁଆ ସାହିରୁ ଆଜି ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ଆଜି ଚିହ୍ନଟ ହୋଇଥିବା ୮୫ ଙ୍କ ଭିତରୁ କେବଳ ଜାଲୁଆ ସାହିରୁ ୨୪ ଅଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି। #COVID19 update in Cuttack city (CMC area) Out of the 109 new COVID-19 +ve cases reported today in #Cuttack […]

corona

corona

Manoranjan Sial
  • Published: Wednesday, 12 August 2020
  • Updated: 12 August 2020, 07:45 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ମାଲଗୋଦାମ ଜାଲୁଆ ସାହିରେ ଥମିବାର ନାଁ ନେଉନି କରୋନା। ଜାଲୁଆ ସାହିରୁ ଆଜି ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରୁ ଆଜି ଚିହ୍ନଟ ହୋଇଥିବା ୮୫ ଙ୍କ ଭିତରୁ କେବଳ ଜାଲୁଆ ସାହିରୁ ୨୪ ଅଛନ୍ତି। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି।

https://twitter.com/CMCCuttack/status/1293546095126048768?s=20

ଜାଲୁଆ ସାହିରୁ ଚିହ୍ନଟ ୨୪ ଜଣଙ୍କ ମଧ୍ୟରେ ୯ ପୁରୁଷ ଓ ୧୫ ମହିଳା ଅଛନ୍ତି। ସେହିପରି ହରିପୁରରୁ ୯, ମୁକାମେଶ୍ୱରରୁ ୪, ସିଡିଏ ସେର-୭ରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୧୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୮୫୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story