ବସକୁ ୫ଲକ୍ଷ ୬୬ ହଜାର ଟଙ୍କାର ଫାଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀକୁ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା। ତେବେ କାହିଁକି ଏତେ ଟଙ୍କାର ଜରିମାନା କରାଗଲା। ବସଟି ୨୦୧୯ ମସିହା ମେ’ ମାସରୁ ଏପର୍ଯ୍ୟନ୍ତ ଏମଭି ଟ୍ୟାକ୍ସ ପୈଠ କରିନଥିବାରୁ ଏହି ଜରିମାନା ଲଗାଯାଇଛି। ଭୁବନେଶ୍ୱର RTO-2 ଏହି ଜରିମାନା ଲଗାଇଛି। A bus no. OD10F0409 plying from Koraput to Bhubaneswar was detained by enforcement wing of RTO BBSR II for having no […]

bus1

Ranjit Kumar Jena
  • Published: Wednesday, 14 October 2020
  • , Updated: 14 October 2020, 01:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀକୁ ବସକୁ ୫ ଲକ୍ଷ ୬୬ହଜାର ଟଙ୍କାର ଜରିମାନା। ତେବେ କାହିଁକି ଏତେ ଟଙ୍କାର ଜରିମାନା କରାଗଲା। ବସଟି ୨୦୧୯ ମସିହା ମେ' ମାସରୁ ଏପର୍ଯ୍ୟନ୍ତ ଏମଭି ଟ୍ୟାକ୍ସ ପୈଠ କରିନଥିବାରୁ ଏହି ଜରିମାନା ଲଗାଯାଇଛି। ଭୁବନେଶ୍ୱର RTO-2 ଏହି ଜରିମାନା ଲଗାଇଛି।

https://twitter.com/rto_bbsr2/status/1316230304437207040?s=20

OD 10 F 0409 ନମ୍ବର ବିଶିଷ୍ଟ ବସଟି କୋରାପୁଟରୁ ଭୁବନେଶ୍ୱର ଯାତାୟତ କରେ। ତେବେ ବସଟି ପାଖାପାଖି ଦେଢ଼ ବର୍ଷ ଧରି ଟ୍ୟାକ୍ସ ଦେଇନଥିବା ଆରଟିଓ ପକ୍ଷରୁ କୁହାଯାଇଛି। ଏହାସହ ବସଟିର ବୈଧ ଷ୍ଟେଜ୍ କ୍ୟାରେଜ୍ ପରମିଟ୍ ମଧ୍ୟ ନଥିବା ସୂଚନା ମିଳିଛି। ତେଣୁ ବସକୁ ଟ୍ୟାକ୍ସ ସହ ମୋଟ ୫ ଲକ୍ଷ ୬୬ହଜାର ୯୮୧ ଟଙ୍କା ଜରିମାନା ଲଗାଯାଇଛି।

Related story