ଖଟ ଉପରୁ ଖସିପଡ଼ିଲା ପୁଅ, ଚାଲିଗଲା ପ୍ରାଣ

ସାଲେପୁର(ଓଡ଼ିଶା ରିପୋର୍ଟର): ସାମାନ୍ୟ ସତର୍କତା ଅଭାବରୁ ଖଟରୁ ପଡ଼ି ୩ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଏହି ଅଘଟଣ ଘଟିଛି। ରାତିରେ ସେ ତାର ବଡ଼ବାପା ବଡ଼ବୋଉ ପାଖରେ ଶୋଇଥିଲା। ତେବେ ହଠାତ ଆଜି ସକାଳେ ସେ ଖଟରୁ ତଳେ ପଡ଼ି ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଶିଶୁକୁ କେହି ଜାଣିଶୁଣି ମାରିଦେଇଥିବା ସନ୍ଦେହ କରିଛନ୍ତି ମୃତ ଶିଶୁର ମାଆ ନିବେଦିତା ପ୍ରଧାନ। ଏହି ଘଟଣା ନେଇ ସେ […]

child

child

Niranjan Mishra
  • Published: Wednesday, 15 June 2022
  • Updated: 15 June 2022, 09:03 PM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ସାମାନ୍ୟ ସତର୍କତା ଅଭାବରୁ ଖଟରୁ ପଡ଼ି ୩ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଏହି ଅଘଟଣ ଘଟିଛି। ରାତିରେ ସେ ତାର ବଡ଼ବାପା ବଡ଼ବୋଉ ପାଖରେ ଶୋଇଥିଲା। ତେବେ ହଠାତ ଆଜି ସକାଳେ ସେ ଖଟରୁ ତଳେ ପଡ଼ି ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଶିଶୁକୁ କେହି ଜାଣିଶୁଣି ମାରିଦେଇଥିବା ସନ୍ଦେହ କରିଛନ୍ତି ମୃତ ଶିଶୁର ମାଆ ନିବେଦିତା ପ୍ରଧାନ। ଏହି ଘଟଣା ନେଇ ସେ ପୁଲିସ ନିକଟରେ ତଦନ୍ତ ଦାବି କରିଛନ୍ତି।

ତେଣେ ପଙ୍ଖା ଶବ୍ଦ ସାଙ୍ଗକୁ ନିଦରେ ଶୋଇଥିବାରୁ ଶିଶୁ କେତେବେଳେ ଖଟରୁ ତଳେ ପଡ଼ିଛି ଜାଣିନଥିବା କହିଛନ୍ତି ଶିଶୁର ବଡ଼ବୋଉ ବାସନ୍ତୀ ରାଉତ। ଅଭିଯୋଗ ପରେ ମାହାଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story