ଷଷ୍ଠ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ଇ-୧୮ରେ ରହୁଥିବା ପ୍ରଦୀପ ସାହୁଙ୍କ ପୁଅ ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହରେକୃଷ୍ଣ ସାହୁ (୧୪)। ସେ ସେଣ୍ଟ୍‌ ଥୋମସ୍ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଆଜି ସକାଳେ ହରେକୃଷ୍ଣଙ୍କ ବାପାମା’ ବଜାରକୁ ଯାଇଥିଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ସେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହରେକୃଷ୍ଣଙ୍କ […]

death

death

Jyoshna Pradhan
  • Published: Friday, 18 October 2019
  • Updated: 18 October 2019, 03:13 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ଇ-୧୮ରେ ରହୁଥିବା ପ୍ରଦୀପ ସାହୁଙ୍କ ପୁଅ ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହରେକୃଷ୍ଣ ସାହୁ (୧୪)। ସେ ସେଣ୍ଟ୍‌ ଥୋମସ୍ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ।

ଆଜି ସକାଳେ ହରେକୃଷ୍ଣଙ୍କ ବାପାମା’ ବଜାରକୁ ଯାଇଥିଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ସେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହରେକୃଷ୍ଣଙ୍କ ବାପାମା’ ଘରକୁ ଫେରିବା ପରେ ତାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

ହରେକୃଷ୍ଣ ସ୍କୁଲ୍‌ ଯିବାକୁ ଆଗ୍ରହ ଦେଖାଉ ନଥିଲେ। ଅନ୍ୟପକ୍ଷରେ ଘର ଲୋକେ ତାଙ୍କୁ ସ୍କୁଲ୍ ଯିବାକୁ ବାଧ୍ୟ କରୁଥିଲେ। ଏହି କାରଣକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ସେ ନେଇ ପୁଲିସ୍ ତଦନ୍ତ କରୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ, ତାଙ୍କର ମୃତ୍ୟୁ କେମିତି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story