ବର୍ଷା ଅଭାବରୁ ଚାଷ ଉଜୁଡ଼ି ଯିବାରୁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବର୍ଷା ଅଭାବରୁ ଏବେ ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁରୁ। ମୃତ ଚାଷୀଙ୍କ ନାଁ ରେଚକା ବନ୍‌ଛୋର। ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଗତକାଲି ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍‌ପିଟାଲ୍‌ରେ […]

deadbody

deadbody

Jitendra Garnayak
  • Published: Friday, 03 September 2021
  • Updated: 03 September 2021, 02:39 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବର୍ଷା ଅଭାବରୁ ଏବେ ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ଆସିଛି।

ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଳକ୍ କାଦୋବେରା ଗାଁରୁ। ମୃତ ଚାଷୀଙ୍କ ନାଁ ରେଚକା ବନ୍‌ଛୋର। ତାଙ୍କୁ ୬୦ ବର୍ଷ ହୋଇଥିଲା।

ସେ ଗତକାଲି ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ଚାଷୀଙ୍କ ପୁଅ କହିଛନ୍ତି ବର୍ଷା ଭଲ ହେଉ ନଥିବାରୁ ତାଙ୍କ ପରିବାରର କପା ଓ ଧାନ ଚାଷରେ ବହୁତ କ୍ଷତି ହୋଇଛି। ସେଥିପାଇଁ ତାଙ୍କ ବାପା ବହୁତ ଚିନ୍ତିତ ଥିଲେ। ଋଣ କେମିତି ପରିଶୋଧ କରିବେ ସେଥିପାଇଁ ସେ ଚିନ୍ତିତ ଥିଲେ। ଆଉ ସେଥିପାଇଁ ଗତକାଲି ସେ ବିଷ ପିଇ ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଗତ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିଲା। ଗତକାଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ କହିଥିଲେ ଯେ ଅଗଷ୍ଟ ମାସରେ ରାଜ୍ୟରେ ବହୁତ କମ୍ ପରିମାଣର ବର୍ଷା ରେକର୍ଡ କରାଯାଇଛି। ଆଉ ଏହାର ପ୍ରଭାବ ସିଧାସଳଖ ଚାଷ ଉପରେ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story