ମୋବାଇଲ୍ ଛଡ଼ାଇ ନେବାରୁ ଜୀବନ ହାରିଲେ ୧୩ ବର୍ଷର ବାଳକ!

ଜୟପୁର (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ। ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ। କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ […]

Suicide

Suicide

Jitendra Garnayak
  • Published: Wednesday, 13 October 2021
  • Updated: 13 October 2021, 03:03 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ପରିବାର ଲୋକେ ମୋବାଇଲ ଛଡ଼ାଇ ନେବାରୁ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କୋରାପୁଟ ସହରର ଗୌତମ ନଗରରୁ।

ମୃତ ନାବାଳକଙ୍କ ନାଁ ବି. ମନୋହର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ କୋରାପୁଟ ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ବାପାଙ୍କ ନାଁ ଶ୍ରୀନିବାସ ରାଓ।

କରୋନା ଯୋଗୁଁ ଏବେ ସ୍କୁଲ ବନ୍ଦ ଥିବାରୁ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଛି। ତେବେ ଅନ୍‌ଲାଇନ୍ କ୍ଲାସ୍ ବେଳେ ସେ ଅଧିକାଂଶ ସମୟରେ ମୋବାଇଲ୍‌ରେ ଗେମ୍ ଖେଳୁଥିଲେ। ପରିବାର ଲୋକେ ଏଥିରୁ ନିବୃତ୍ତ ରହିବାରୁ ତାଙ୍କୁ ବହୁଥର ବୁଝାଇଥିଲେ। ତେବେ ସେ ଶୁଣୁ ନଥିଲେ। ଗତକାଲି ଅନ୍‌ଲାଇନ୍‌ କ୍ଲାସ୍ ବେଳେ ବି ସେ ମୋବାଇଲ୍‌ରେ ଗେମ୍ ଖେଳିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ।

ଏହା ପରେ ମନୋହର ଖୁବ୍ ରାଗି ଯାଇଥିଲେ। ସେ ଏକ ରୁମ୍‌ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ଏବଂ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ବହୁ କଷ୍ଟରେ କବାଟ ଖୋଲି ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କୋରାପୁଟ ଟାଉନ୍ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କିମ୍ବା ମନୋହରଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story