ବୁଝିଲାନି ମା’ ମନ, ଆହତ ଛୁଆ ପଛରେ ଦୌଡ଼ିଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିଜ ଛୁଆର ସୁରକ୍ଷା ପାଇଁ ସର୍ବଦା ତତ୍ପର ଥାଏ ମା’।  ସେ ଯେତେ ଖରାପ ହେଲେ ବି ତାକୁ କୋଳକୁ ଟାଣି ଗେଲ କରିଥାଏ । ଛୁଆକୁ ଦଣ୍ଡେ ନଦେଖିଲେ ବଣା ହୋଇଯାଏ ମା’। ଛୁଆର ଦେହ ଖରାପ ହେଲେ ମଧ୍ୟ ମା’ ତାକୁ ପାଖରୁ ଛାଡ଼େ ନାହିଁ । ସେ ମଣିଷ ହୁଅନ୍ତୁ ଅବା ପଶୁ ସମସ୍ତେ ନିଜ ଛୁଆଙ୍କୁ ନିଜଠୁ ବଳି ପ୍ରେମ କରନ୍ତି । ମାତୃତ୍ୱ ଭାବର କିଛି […]

cow-and-injured-calf

cow-and-injured-calf

Madhupriya Mistry
  • Published: Saturday, 19 December 2020
  • Updated: 19 December 2020, 02:27 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିଜ ଛୁଆର ସୁରକ୍ଷା ପାଇଁ ସର୍ବଦା ତତ୍ପର ଥାଏ ମା’।  ସେ ଯେତେ ଖରାପ ହେଲେ ବି ତାକୁ କୋଳକୁ ଟାଣି ଗେଲ କରିଥାଏ । ଛୁଆକୁ ଦଣ୍ଡେ ନଦେଖିଲେ ବଣା ହୋଇଯାଏ ମା’। ଛୁଆର ଦେହ ଖରାପ ହେଲେ ମଧ୍ୟ ମା’ ତାକୁ ପାଖରୁ ଛାଡ଼େ ନାହିଁ । ସେ ମଣିଷ ହୁଅନ୍ତୁ ଅବା ପଶୁ ସମସ୍ତେ ନିଜ ଛୁଆଙ୍କୁ ନିଜଠୁ ବଳି ପ୍ରେମ କରନ୍ତି । ମାତୃତ୍ୱ ଭାବର କିଛି ଏଭଳି ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ।

ଗାଡ଼ି ଧକ୍କାରେ ଆହତ ହୋଇଥିବା ବାଛୁରୀକୁ ନିଜ ପାଖରୁ ଛାଡ଼ିନି ମା’। ଗାଡ଼ି ଧକ୍କାରେ ଆହତ ହୋଇଥିବା ବାଛୁରୀକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଟ୍ରଲିରେ ପଶୁ ଡାକ୍ତରଖାନାକୁ ନେଇଥିଲେ। ଏହି ସମୟରେ ଗାଈଟିର ମନ ବୁଝି ନଥିଲା। ସେ ଟ୍ରଲି ପଛରେ ଆହତ ଛୁଆକୁ ଦେଖିବା ପାଇଁ ଦୌଡିଥିଲା। ଟ୍ରଲି ଯେତିକି ବେଗରେ ଚାଲିଥିଲା ତା’ପଛରେ ସେତିକି ଦ୍ରୁତ ଗତିରେ ଦୌଡ଼ିଥିଲା ମା’ ଗାଈ।

ନିଜ ଛୁଆଠାରୁ କ୍ଷଣିକ ମଧ୍ୟ ଦୂର ହୋଇନଥିଲା । ବାଛୁରୀଟିକୁ ମେଡିକାଲ ଭିତରକୁ ନେବା ପରେ ମଧ୍ୟ ସେ ତାକୁ ଚାଟି ଚାଟି ନିଜ ଉପସ୍ଥିତି ପ୍ରକାଶ କରିଥିଲା । ଗାଈର ଏଭଳି ମାତୃତ୍ୱ ଭାବର ଅନନ୍ୟ ଦୃଶ୍ୟ ଏବେ ସମସ୍ତ ପାଇଁ ଉଦାହରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story