ରାସ୍ତା ତଳକୁ ଖସିଗଲା ବସ୍‌

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ରାସ୍ତା ତଳକୁ ଖସିଲା ବସ୍। ତେବେ ସୌଭାଗ୍ୟବଶତଃ ଏହା ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଜି ସକାଳୁ ସକାଳୁ ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ଦ୍ୱିବେଦୀ ନାମକ ଏକ ଘରୋଇ ବସ୍ ରାଜନଗରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ବଜାର ନିକଟରେ ଏହା ହଠାତ୍ ରାସ୍ତା ତଳକ ଖସି ଯାଇଥିଲା। ଫଳରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁ ରାସ୍ତା […]

bus1

bus1

Jitendra Garnayak
  • Published: Wednesday, 23 January 2019
  • Updated: 23 January 2019, 07:51 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ରାସ୍ତା ତଳକୁ ଖସିଲା ବସ୍। ତେବେ ସୌଭାଗ୍ୟବଶତଃ ଏହା ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଜି ସକାଳୁ ସକାଳୁ ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

ଦ୍ୱିବେଦୀ ନାମକ ଏକ ଘରୋଇ ବସ୍ ରାଜନଗରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ବଜାର ନିକଟରେ ଏହା ହଠାତ୍ ରାସ୍ତା ତଳକ ଖସି ଯାଇଥିଲା। ଫଳରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଏପରି ଘଟିଥିବା କୁହାଯାଉଛି। ବସ୍‌ର ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଲୋକ ବସିଥିଲେ।

ଗତକାଲି କନ୍ଧମାଳ ଜିଲ୍ଲାରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

କୁହୁଡ଼ି ଯୋଗୁ ଗତକାଲି ଖୋର୍ଦ୍ଧାରେ ଟ୍ରକ୍ ପଛରେ ଟ୍ରକ୍ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦୁଇ ଦିନ ତଳେ କେନ୍ଦ୍ରାପଡ଼ାରେ କୁହୁଡ଼ି ଯୋଗୁ ଏକ ବୋଲେରୋ ଟ୍ରକ୍‌ରେ ପିଟି ହୋଇଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story