ସାବିତ୍ରୀ ପରଦିନ ସ୍ୱାମୀ ସାମ୍ନାରୁ ଫେରାର ହୋଇଗଲା ସ୍ତ୍ରୀ!

ଭଦ୍ରକ (ପାର୍ଥ ସାରଥୀ ନାୟକ): କଲେଜ ସମ୍ମୁଖରେ ଅପେକ୍ଷା କରିଥିଲେ ସ୍ୱାମୀ। ପରୀକ୍ଷା ସରିବା ପରେ କଲେଜରୁ ବାହାରିଲେ ସ୍ତ୍ରୀ। ହେଲେ ସ୍କୁଟି ଧରି ଅପେକ୍ଷା କରିଥିବା ସ୍ୱାମୀଙ୍କ ପାଖକୁ ଆସି ନଥିଲେ ସ୍ତ୍ରୀ। କଲେଜ ଫାଟକ ପାଖରେ ସେ ପହଞ୍ଚିଲା ବେଳକୁ ତାଙ୍କ ଆଗରେ ଆସି ଛିଡ଼ା ହୋଇଯାଇଥିଲା ଏକ ଧଳା କାର। କାର୍‌ର ଡୋର୍‌ ଖୋଲି ସେଥିରେ ବସି ଯାଇଥିଲେ ସେ। ସ୍ୱାମୀ କାରକୁ ପିଛା କରିଥିଲେ, ହେଲେ ଧରିପାରି ନଥିଲେ। ସ୍ତ୍ରୀ ନଫେରିବାରୁ […]

marriage

marriage

Jitendra Garnayak
  • Published: Thursday, 02 June 2022
  • Updated: 02 June 2022, 08:55 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): କଲେଜ ସମ୍ମୁଖରେ ଅପେକ୍ଷା କରିଥିଲେ ସ୍ୱାମୀ। ପରୀକ୍ଷା ସରିବା ପରେ କଲେଜରୁ ବାହାରିଲେ ସ୍ତ୍ରୀ। ହେଲେ ସ୍କୁଟି ଧରି ଅପେକ୍ଷା କରିଥିବା ସ୍ୱାମୀଙ୍କ ପାଖକୁ ଆସି ନଥିଲେ ସ୍ତ୍ରୀ। କଲେଜ ଫାଟକ ପାଖରେ ସେ ପହଞ୍ଚିଲା ବେଳକୁ ତାଙ୍କ ଆଗରେ ଆସି ଛିଡ଼ା ହୋଇଯାଇଥିଲା ଏକ ଧଳା କାର। କାର୍‌ର ଡୋର୍‌ ଖୋଲି ସେଥିରେ ବସି ଯାଇଥିଲେ ସେ। ସ୍ୱାମୀ କାରକୁ ପିଛା କରିଥିଲେ, ହେଲେ ଧରିପାରି ନଥିଲେ। ସ୍ତ୍ରୀ ନଫେରିବାରୁ ଶେଷରେ ବାଧ୍ୟ ହୋଇ ସ୍ୱାମୀ ଥାନାରେ ଦେଇଛନ୍ତି ଏତଲା। ସାବିତ୍ରୀ ପରଦିନ ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ।

ଧୁଷୁରୀ ଥାନା ଅଞ୍ଚଳର ଦେବବ୍ରତ ଗୋଚ୍ଛାୟତଙ୍କ ପୁଅ ରାହୁଳ ବ୍ରାହ୍ମଣୀପାଳ ଗାଁର ରାଧିକା (ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ୬ ମାସ ତଳେ ସେମାନେ ଘରୁ ଫେରାର ହୋଇଯାଇଥିଲେ। ପରେ ଦେବବ୍ରତଙ୍କ ପରିବାର ସେମାନଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଥିଲା। ପୁରୀ ନୃସିଂହନାଥ ମନ୍ଦିରରେ ଦେବବ୍ରତ ସେମାନଙ୍କ ବାହାଘର କରାଇଥିଲେ। ରାଧିକାଙ୍କୁ ଦେବବ୍ରବତଙ୍କ ପରିବାର ବୋହୂ ଭାବେ ସ୍ୱୀକାର କରିଥିଲା। ରାହୁଳ ଓ ରାଧିକାଙ୍କ ସଂସାର ଭଲରେ ଚାଲିଥିଲା। ଶ୍ୱଶୁର ଘର ଲୋକଙ୍କ ଅନୁମତି ପାଇ ରାଧିକା ପୁଣି କଲେଜ ଯାଉଥିଲେ। ସେ ହେଉଛନ୍ତି ଆଖଣ୍ଡଳମଣି ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ୱିତୀୟ ବର୍ଷର ଛାତ୍ରୀ।

ସବୁ ଠିକ୍‌ଠାକ୍ ଚାଲିଥିବା ବେଳେ ଗତ ସୋମବାର ରାଧିକ କରିଥିଲେ ତାଙ୍କର ପ୍ରଥମ ସାବିତ୍ରୀ ବ୍ରତ। ହେଲେ ତା’ ପରଦିନ ଅର୍ଥାତ୍ ଗତ ମଙ୍ଗଳବାର ସବୁ ଗଡ଼ବଡ଼ ହୋଇଗଲା। ପରୀକ୍ଷା ଦେଇ ବାହାରିବା ପରେ ଏକ କାର୍‌ରେ ବସି ରାଧିକା ଫେରାର ହୋଇଗଲେ। ରାଧିକାଙ୍କୁ ବେଶ୍ କିଛି ବାଟ ପିଛା କରିଥିଲେ ରାହୁଳ, କିନ୍ତୁ ଧରିବାରେ ବିଫଳ ହୋଇଥିଲେ। ଦୁଇ ବର୍ଷ ଧରି ଭଲ ପାଇବା ପରେ ସେ ୬ ମାସ ତଳେ ସେ ରାଧିକାଙ୍କୁ ବାହା ହୋଇଥିଲେ। ଏବେ ରାଧିକା ତାଙ୍କ ଠାରୁ ଏମିତି ଦୂରେଇ ଯିବା କଥାକୁ ସେ ଗ୍ରହଣ କରି ପାରୁ ନାହାନ୍ତି। ରାଧିକାଙ୍କ ଫଟୋକୁ ଧରି ଘରେ କାନ୍ଦୁଛନ୍ତି ରାହୁଳ।

ଧୁଷୁରୀ ପୁଲିସ୍ ମାମଲା ରୁଜୁ କରି ତନାଘନା ଚଲାଇଛି। ରାହୁଳଙ୍କ ପରିବାର ଲୋକେ ମଧ୍ୟ ଖୋଜାଖୋଜି ଜାରି ରଖିଛନ୍ତି। ତେବେ ସତ କ’ଣ ଏହା ଏଯାଏ ସ୍ପଷ୍ଟ ହୋଇନି। ରାଧିକା ସତରେ ଫେରାର ହୋଇଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିଛନ୍ତି ନା ତାଙ୍କ ସହିତ ଆଉ କିଛି ଘଟିଛି, ତାହା ଜଣାପଡ଼ିନି। ସୂଚନା ଅନୁଯାୟୀ, ବାହାଘର ପରେ ରାଧିକା ବାପଘର ଲୋକଙ୍କ ସହିତ ଯୋଗାଯୋଗରେ ଥିଲେ। ତେଣୁ ବାପଘର ଲୋକେ ତାଙ୍କୁ ବୁଝେଇ ନେଇଯାଇଥାଇ ପାରନ୍ତି ବୋଲି ବି କୁହାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ରାଧିକାଙ୍କ ବାପ ଘର ଲୋକଙ୍କୁ ପଚରାଉଚରା କରିନି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story