ଏମିତି ଵି ଆସେ ମୃତ୍ୟୁ, ଗାଧୋଇବା ବେଳେ ପଡ଼ିଗଲା ଗଛ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଏମିତି ବି ଆସେ ମୃତ୍ୟୁ। ନଈକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳାଙ୍କ ଉପରେ ଏକ  ବିରାଟକାୟ ଗଛ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।  ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ବାହାରପଦାମଞ୍ଜି ଗାଁରେ। ମୃତ ମହିଳାଙ୍କ ନାଁ ସୁମିତ୍ରା ସାହୁ। ଆଜି ସକାଳେ ଗାଁ ନିକଟ ଝରଣାକୁ ସୁମିତ୍ରା ଗାଧୋଇବାକୁ ଯାଇଥିଲେ।  ମାତ୍ର ଗାଧୋଇବା ବେଳେ ହଠାତ୍ ତାଙ୍କ ଉପରେ ଏକ ବିରାଟକାୟ ଶୁଖିଲା ଆମ୍ବ […]

Accident Place

Accident Place

Niharika Rout
  • Published: Wednesday, 09 June 2021
  • Updated: 09 June 2021, 04:17 PM IST

Sports

Latest News

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଏମିତି ବି ଆସେ ମୃତ୍ୟୁ। ନଈକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳାଙ୍କ ଉପରେ ଏକ  ବିରାଟକାୟ ଗଛ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।  ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ବାହାରପଦାମଞ୍ଜି ଗାଁରେ।

ମୃତ ମହିଳାଙ୍କ ନାଁ ସୁମିତ୍ରା ସାହୁ। ଆଜି ସକାଳେ ଗାଁ ନିକଟ ଝରଣାକୁ ସୁମିତ୍ରା ଗାଧୋଇବାକୁ ଯାଇଥିଲେ।  ମାତ୍ର ଗାଧୋଇବା ବେଳେ ହଠାତ୍ ତାଙ୍କ ଉପରେ ଏକ ବିରାଟକାୟ ଶୁଖିଲା ଆମ୍ବ ଗଛ ଭାଙ୍ଗି ପଡ଼ି ଯାଇଥିଲା।

ପରିବାର ଲୋକେ ପହଞ୍ଚି ଗୁରୁତର ସୁମିତ୍ରାଙ୍କୁ ମେଡିକାଲ ନେବାକୁ ବାହାରିଥିଲେ। କିନ୍ତୁ ତା’ ପୂର୍ବରୁ ସେ ଆଖି ବୁଜି ଦେଇଥିଲେ।

ଖବର ପାଇ କାଶୀପୁର ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏସଂପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story