ଧାରଣାରେ ବସିଥିଲା ବୋହୂ, ପାଣି ଢାଳିବା ପରେ ଟେଣ୍ଟ ଜାଳିଦେଲା ଶାଶୁ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନ୍ୟାୟ ଦାବି କରି ସ୍ୱାମୀ ଘର ଆଗରେ ଧାରଣାରେ ବସିଥିବା ବୋହୂର ଟେଣ୍ଟ ଜାଳିଦେଲେ ଶାଶୁ। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଦେଶୀବେହେରା ସାହି ପୁଣି ଚର୍ଚ୍ଚାକୁ ଆସିଛି। ଶାଶୁ ଟେଣ୍ଟ ପୋଡ଼ି ଦେଇଥିବା ଧାରଣାରେ ବସିଥିବା ବୋହୂ ଦୀପିକା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଘଟଣା ସମ୍ପର୍କରେ ବଡ଼ ବଜାର ଥାନାରେ ଜଣାଇଛନ୍ତି। ଗତକାଲି ରାତିରେ ସେ ଧାରଣାରେ ବସିଥିବା ବେଳେ ସ୍ୱାମୀ ଦିନେଶଙ୍କ ମାଆ ବାଲଟିଏ ପାଣି ଆଣି ତାଙ୍କ […]

dipika

dipika

Niranjan Mishra
  • Published: Tuesday, 29 November 2022
  • Updated: 29 November 2022, 05:23 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ନ୍ୟାୟ ଦାବି କରି ସ୍ୱାମୀ ଘର ଆଗରେ ଧାରଣାରେ ବସିଥିବା ବୋହୂର ଟେଣ୍ଟ ଜାଳିଦେଲେ ଶାଶୁ। ଯାହାକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଦେଶୀବେହେରା ସାହି ପୁଣି ଚର୍ଚ୍ଚାକୁ ଆସିଛି। ଶାଶୁ ଟେଣ୍ଟ ପୋଡ଼ି ଦେଇଥିବା ଧାରଣାରେ ବସିଥିବା ବୋହୂ ଦୀପିକା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଘଟଣା ସମ୍ପର୍କରେ ବଡ଼ ବଜାର ଥାନାରେ ଜଣାଇଛନ୍ତି। ଗତକାଲି ରାତିରେ ସେ ଧାରଣାରେ ବସିଥିବା ବେଳେ ସ୍ୱାମୀ ଦିନେଶଙ୍କ ମାଆ ବାଲଟିଏ ପାଣି ଆଣି ତାଙ୍କ ଉପରେ ଢାଳି ଦେଇଥିଲେ। ପୁଲିସ ସାମ୍ନାରେ ଏହି ଘଟଣା ଘଟିଥିଲା। ସେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲେ। ଶୀତବସ୍ତ୍ର ମଧ୍ୟ ଓଦା ହୋଇଯାଇଥିଲା। ତେଣୁ ସେ ଥାନାରେ ଜଣାଇବା ସହ ଘରକୁ ପୋଷାକ ବଦଳାଇବାକୁ ଯାଇଥିଲେ। ବାଟରେ ତାଙ୍କୁ ଦୁର୍ଘଟଣାରେ ମାରିବାକୁ ଉଦ୍ୟମ ହୋଇଥିଲା। ହେଲେ ସେ ବର୍ତ୍ତି ଯାଇଥିଲେ। ଆଜି ସକାଳୁ ସେ ଧାରଣା ଦେବା ନିମନ୍ତେ ଫେରି ଦେଖନ୍ତି ତାଙ୍କ ଟେଣ୍ଟକୁ ପୋଡ଼ି ଦିଆଯିବା ସହ ଜିନିଷପତ୍ର ଫୋପାଡ଼ି ଦିଆଯାଇଛି। ଧାରଣାସ୍ଥଳରେ ଉପସ୍ଥିତ ପୁଲିସ ବାରଣ କରିଥିଲେ ହେଁ ଦିନେଶଙ୍କ ପରିବାର ଲୋକେ ମାନି ନ ଥିଲେ। ଏନେଇ ତୁରନ୍ତ ସେ ସ୍ଥାନୀୟ ଥାନା ଆଇଆଇସିଙ୍କୁ ଜଣାଇଥିଲେ। ହେଲେ ଏନେଇ କୌଣସି ମାମଲା ହୋଇପାରିବନି ଓ କୋର୍ଟର ଆଶ୍ରୟ ନେବାକୁ ଆଇଆଇସି କହିଥିଲେ। ପୁଲିସ ଉପରୁ ଭରସା ଉଠି ଯାଇଥିବାରୁ ସେ କୋର୍ଟକୁ ଯିବେ। ଆଗକୁ ବିନା ଟେଣ୍ଟରେ ଖୋଲା ଆକାଶ ତଳେ ଏମିତି ସ୍ୱାମୀଙ୍କ ଘର ଆଗରେ ଧାରଣା ଦେବେ ବୋଲି କହିଛନ୍ତି ଦୀପିକା।

ତେବେ ଏ ନେଇ ଦିନେଶଙ୍କ ପରିବାର ପକ୍ଷରୁ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଥାଉକି, ପାଖାପାଖି ଦୀର୍ଘ ୪ମାସ ହେଲା ଦୀପିକା ଶାଶୁ ଘରେ ରହିବାକୁ ଦାବି କରି ଧାରଣାରେ ବସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story