ଆରମ୍ଭ ହେଲା ଜାନକୀବଲ୍ଲଭଙ୍କ ଶେଷ ଯାତ୍ରା, ଅପରାହ୍ନରେ ଶେଷକୃତ୍ୟ

ଭୁବନେଶ୍ୱର: ଗତକାଲି ପରଲୋକ ଗମନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି। ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନରୁ ଆରମ୍ଭ ହୋଇଛି ଏହି ଯାତ୍ରା। ସକାଳ ୧୧ଟା ବେଳେ ଏହି ଯାତ୍ରା ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲେ ହେଁ ସେଠାରୁ ବାହାରିବାକ ବେଳେ ସାମାନ୍ୟ ବିଳମ୍ବ ହୋଇଥିଲା । ପ୍ରାୟ ୧୧ଟା ୪୦ରେ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପ୍ରଥମେ ରାଜମହଲ ଦେଇ କଂଗ୍ରେସ ଭବନକୁ ଅଣାଯାଇଛି । ଏଠାରେ […]

jb

jb

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 09:00 AM IST

Sports

Latest News

ଭୁବନେଶ୍ୱର: ଗତକାଲି ପରଲୋକ ଗମନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି। ଫରେଷ୍ଟ ପାର୍କ ସ୍ଥିତ ତାଙ୍କ ବାସଭବନରୁ ଆରମ୍ଭ ହୋଇଛି ଏହି ଯାତ୍ରା। ସକାଳ ୧୧ଟା ବେଳେ ଏହି ଯାତ୍ରା ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲେ ହେଁ ସେଠାରୁ ବାହାରିବାକ ବେଳେ ସାମାନ୍ୟ ବିଳମ୍ବ ହୋଇଥିଲା । ପ୍ରାୟ ୧୧ଟା ୪୦ରେ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପ୍ରଥମେ ରାଜମହଲ ଦେଇ କଂଗ୍ରେସ ଭବନକୁ ଅଣାଯାଇଛି । ଏଠାରେ ତାଙ୍କୁ କଂଗ୍ରେସ ସେବା ଦଳ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତାଙ୍କୁ ବିଧାନସଭା ପରିସରକୁ ନିଆଯିବ। ସେଠାରୁ ତାଙ୍କୁ ଖୋର୍ଦ୍ଧାସ୍ଥିତ ତାଙ୍କର ଜନ୍ମଭୂମି ରାମେଶ୍ୱର ନିଆଯିବ । ରାସ୍ତାରେ କିଛି ସ୍ଥାନରେ ଲୋକେ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଅନୁରୋଧ କରିଥିବାରୁ ସେହି ସ୍ଥାନଗୁଡ଼ିକରେ ଅଳ୍ପ ସମୟ ପାଇଁ ତାଙ୍କ ଶୋଭାଯାତ୍ର ଅଟକି। ରାମେଶ୍ୱରରୁ ତାଙ୍କ ମରଶରୀରକୁ ଜଗନ୍ନାଥ ସଡ଼କ ଦେଇ ପୁରୀ ସ୍ୱର୍ଗଦ୍ୱାର ନିଆଯିବ। ସେଠାରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।

୮୯ ବର୍ଷ ବୟସରେ ଗତକାଲି ଭୋର ୪ଟା ବେଳେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଜାନକୀବଲ୍ଲଭଙ୍କ ଦେହାନ୍ତ ହୋଇଥିଲା। ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଏଥିପାଇଁ ସେ ସୋମବାର ଏକ ସ୍ୱତନ୍ତ୍ର ଫ୍ଲାଇଟରେ ତିରୁପତିରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ବିଶ୍ୱବିଦ୍ୟାଳୟର ଏକ ଅତିଥି ଭବନରେ ଥିବା ବେଳେ ରାତି ପ୍ରାୟ ୨ଟା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story