ଦୁଇ ମାସରେ ଅମାନିଆଙ୍କ ଠାରୁ ଆଦାୟ ହେଲାଣି ସାଢ଼େ ୧୪ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଦ୍ବିତୀୟ ଲହର ଯୋଗୁ ରାଜ୍ୟରେ ଲକଡାଉନ୍ ଜାରି ରହିଛି। ତେବେ ଏହି ଲକଡାଉନକୁ କିଛି ଲୋକେ ମାନୁନଥିବା ଦେଖିବାକୁ ମିଳିଛି। ଯେଉଁ ଅମାନିଆ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨ ମାସ ମଧ୍ୟରେ ଅମାନିଆ ସାଢ଼େ ୧୪ କୋଟି ଜୋରିମାନା ଦେଇସାରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତ ଏପ୍ରିଲ ୧ […]

lock-down

lock-down

Ranjit Kumar Jena
  • Published: Thursday, 10 June 2021
  • Updated: 10 June 2021, 05:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସର ଦ୍ବିତୀୟ ଲହର ଯୋଗୁ ରାଜ୍ୟରେ ଲକଡାଉନ୍ ଜାରି ରହିଛି। ତେବେ ଏହି ଲକଡାଉନକୁ କିଛି ଲୋକେ ମାନୁନଥିବା ଦେଖିବାକୁ ମିଳିଛି। ଯେଉଁ ଅମାନିଆ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି । ଗତ ୨ ମାସ ମଧ୍ୟରେ ଅମାନିଆ ସାଢ଼େ ୧୪ କୋଟି ଜୋରିମାନା ଦେଇସାରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଗତ ଏପ୍ରିଲ ୧ ତାରିଖରୁ ଏଯାବତ ୪ ଲକ୍ଷ ୭୬ ହଜାର ଅମାନିଆଙ୍କୁ ଧରାଯାଇଛି। ସେମାନଙ୍କ ଠାରୁ ୧୪ କୋଟି ୫୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। ଏହାରି ଭିତରେ ୩୫ଶହ ଦୋକାନ ସିଲ୍ କରାଯାଇ ଥିବା ବେଳେ ୨୭୮ ମାମଲା ମଧ୍ୟ ରୁଜୁ କରାଯାଇଛି।

ସେହିପରି ଏହି ଦୁଇ ମାସ ଭିତରେ ୧୩୩୨ ଜଣ ଗିରଫ ହୋଇଛନ୍ତି। ନିୟମ ଭାଙ୍ଗିଥିବା ୨୯ ହଜାର ଗାଡ଼ି ସିଜ୍ କରାଯାଇଛି। ଲକଡାଉନ୍ କଟକଣା ଭିତରେ ଅଧିକ ସାଇବର ଠକେଇ ଘଟୁଥିବା କହିଛନ୍ତି ଏଡିଜି। ସାଇବର ଠକେଇରେ ପଡ଼ିଲେ ତୁରନ୍ତ ୧୫୫୨୬୦କୁ ଜଣାନ୍ତୁ ବୋଲି ଏଡିଜି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୫୧ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story