ଏନଆରସି ବିଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା ଏବିଭିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ବିଲ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଆଇନରେ ପରିଣତ ହୋଇସାରିଛି। ସଂସଦରେ ବିଜେଡି ଏହି ବିଲକୁ ସମର୍ଥନ କରିଥିବାବେଳେ ଆଜି ମୁସଲିମ୍ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱର ବଦଳିଯାଇଛି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଭିଯୋଗ କରିଛି। ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ନାଗରିକ ସଂଶୋଧନ ବିଲକୁ ସଂସଦରେ ଆଲୋଚନା […]

nrc

nrc

Manoranjan Sial
  • Published: Friday, 13 December 2019
  • Updated: 13 December 2019, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ବିଲ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଆଇନରେ ପରିଣତ ହୋଇସାରିଛି। ସଂସଦରେ ବିଜେଡି ଏହି ବିଲକୁ ସମର୍ଥନ କରିଥିବାବେଳେ ଆଜି ମୁସଲିମ୍ ସଂଗଠନର ପ୍ରତିନିଧିମାନଙ୍କୁ ଭେଟିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱର ବଦଳିଯାଇଛି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଅଭିଯୋଗ କରିଛି।

ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ନାଗରିକ ସଂଶୋଧନ ବିଲକୁ ସଂସଦରେ ଆଲୋଚନା ଓ ଭୋଟିଂବେଳେ ରାଜ୍ୟର କ୍ଷମତାସୀନ ବିଜେଡି ଏହି ବିଲ ସମର୍ଥନ କରିଥିଲା। ବହୁମତରେ ଏହି ବିଲ୍ ସଂସଦରେ ପାରିିତ ହେବାପରେ ଏହାକୁ ରାଷ୍ଟ୍ରପତି ଅନୁମୋଦନ କରିସାରିଛନ୍ତି ଓ ଏହା ଆଇନରେ ପରିଣତ ହୋଇସାରିଛି। କିନ୍ତୁ ଆଜି ଏକ ମୁସଲିମ ସଂଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭୟଭୀତ ଅଛନ୍ତି ବୋଲି ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏନଆରସି ଲାଗୁ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ଭଦ୍ରକର ୧୪ ମହଲା ମୁସଲିମ ଜମାଦର ସଭାପତି ମହମ୍ମଦ ଅବଦୁଲ ବାରୀ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି। ନାଗରିକତା ସଂଶୋଧନ ଆଇନ(ସିଏବି) ଭାରତରେ ଶରଣାର୍ଥୀଙ୍କ ପାଇଁ ଲାଗୁ ହେବାକୁ ଥିଲାବେଳେ ଓଡ଼ିଶାର ମୁସଲମାନମାନେ କାହିଁକି ଭୟଭୀତ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ବିଲର ବର୍ତ୍ତମାନ ଭାରତୀୟ ନାଗରିକଙ୍କ ସହ କୈାଣସି ସମ୍ପର୍କ ନଥିଲାବେଳେ ଏହି ମୁସଲମାନ ସଂଗଠନ ଭୁଲ ତଥ୍ୟ ଆଧାରରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି ବୋଲି ବିଦ୍ୟାର୍ଥୀ ପରିଷଦ ଅଭିଯୋଗ କରିଛି।

ଓଡ଼ିିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ ଅପରାଧିକ ମାମଲାରେ ସେମାନଙ୍କର ସଂପୃକ୍ତି ବାବଦରେ ନିଜେ ରାଜ୍ୟ ସରକାର ମତବ୍ୟକ୍ତ କରିସାରିଛନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ରାପଡାରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ରୀୟ ଗୃହ ବିଭାଗ ରାଜ୍ୟ ସରକାରଙ୍କୁ ଚିଠି ଦେଇଥିଲା। ଏହି ପରିପେକ୍ଷୀରେ ରାଜ୍ୟରେ ଏନଆରସି ଲାଗୁ ନକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରାଜ୍ୟ ତଥା ଦେଶର ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ଅଣଦେଖା କରୁଥିବା ସ୍ପଷ୍ଟ ଜଣାପଡୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ବିଷୟରେ କୈାଣସି ବିବୃତ୍ତିି ନଦିଆଯାଇଥିଲେ ମଧ୍ୟ ଏହା ପଛର ସତ କ’ଣ ଏହା ଓଡ଼ିଶାର ସାଧାରଣ ଜନତା ଜାଣିବାର ଅବଶ୍ୟକତା ରହିଛି।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ନଚେତ୍ ଏହା ବିରୁଦ୍ଧରେ ଏବିଭିପି ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଶ୍ରୀ ମିଶ୍ର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story