‘ଫୋନି’ରେ ଉଜୁଡ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଲା ଏବିଭିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ମେ ୩ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ‘ଫୋନି’ର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥିତି ସୁଧାରିବା ପାଇଁ ଛାତ୍ର ସଂଗଠନ ଏବିଭିପି ଅଣ୍ଟା ଭିଡ଼ିଛି। ଏବିଭିପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମଗ୍ର ଓଡ଼ିଶାରେ ୫୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ବାତ୍ୟା ପ୍ରଭାବିତ। ଏସବୁ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ବିଶେଷ କରି […]

abvp

abvp

Subrat Kumar Nayak
  • Published: Sunday, 12 May 2019
  • Updated: 12 May 2019, 10:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ମେ ୩ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ‘ଫୋନି’ର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥିତି ସୁଧାରିବା ପାଇଁ ଛାତ୍ର ସଂଗଠନ ଏବିଭିପି ଅଣ୍ଟା ଭିଡ଼ିଛି। ଏବିଭିପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମଗ୍ର ଓଡ଼ିଶାରେ ୫୦୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ବାତ୍ୟା ପ୍ରଭାବିତ। ଏସବୁ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଏହି ସଂଗଠନ ପକ୍ଷରୁ କୁହାଯାଇଛି। ବିଶେଷ କରି ପୁରୀ ଏବଂ ଭୁବନେଶ୍ୱରରେ ବିଭିନ୍ନ ଟିମ୍‌ ଗଠନ କରି ଏବିଭିପି କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ‘କ୍ୟାମ୍ପସ୍‌ ସଫେଇ’ କାର୍ଯ୍ୟ କରିବ।

ଆସନ୍ତା ୧୩ରୁ ୧୭ ଲଗାତାର ୫ ଦିନ ଧରି କରାଯିବାକୁ ଥିବା ଏହି ସଫେଇ ଅଭିଯାନରେ ଦେଶର ବିଭିନ୍ନ ସ୍ଥାନରୁ ଭଲ୍ୟୁଣ୍ଟିଅରମାନେ ଆସି ଯୋଗଦେବେ। ଏଥିପାଇଁ ଆଜିଠାରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଏବିଭିପି ସଦସ୍ୟ ଏବଂ ଅନ୍ୟ ଭଲ୍ୟୁଣ୍ଟିଅରମାନେ ମଧ୍ୟ ଯୋଗଦେବା ଆରମ୍ଭ କରିଛନ୍ତି।

ଏନେଇ ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଆଶିଷ ଚୌହାନ୍‌ କହିଛନ୍ତି, ଛାତ୍ରସମାଜ ପ୍ରତି ନିଜର କର୍ତ୍ତବ୍ୟକୁ ଉପଲବ୍ଧି କରି ଏହି ୫ ଦିନ ନିଜର ଶ୍ରମଦାନ କରିବାକୁ ସବୁ ଛାତ୍ରମାନଙ୍କୁ ଏବିଭିପି ଆହ୍ୱାନ କରୁଛି। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ଥିତି ସୁଧାରିବା ପାଇଁ ସମସ୍ତଙ୍କର ଯୋଗଦାନ ଜରୁରୀ ବୋଲି ସେ କହିଛନ୍ତି।

ସେହିଭଳି ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି, "ଯେଉଁସବୁ ଶିକ୍ଷାନୁଷ୍ଠାନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେଥିରେ ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ଏହି ସମୟରେ ବିଦ୍ୟାର୍ଥୀ ପରିଷଦ ଏବଂ ସଂଘ ସହିତ ଜଡ଼ିତ ଉତ୍କଳ ବିପନ୍ନ ସହାୟତା ସମିତି ଆଦି ବାତ୍ୟା ଦିନଠାରୁ ପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ବର୍ତ୍ତମାନ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକର ହତାରେ ଏବଂ ବାହାରେ ଅଳିଆ ପଡ଼ିରହିଛି। ସେସବୁକୁ ସଫା କରିବା ପାଇଁ ‘କ୍ୟାମ୍ପସ୍‌ ସଫେଇ’ ଅଭିଯାନ ଆରମ୍ଭ କରୁଛୁ। କ୍ୟାମ୍ପସ୍‌ସବୁର ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ଯେ କେହି ଆଗ୍ରହୀ ସମସ୍ତଙ୍କୁ ସ୍ୱାଗତ କରୁଛୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story