ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା

<p>ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା ଘଟିଛି। ତରଳ ଗରମ ଧାତୁ ପଡ଼ି ଏସ୍&zwnj;ଏମ୍&zwnj;ଏସ୍&zwnj;-୨ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡ ପରେ କାମ ବନ୍ଦ ରହିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।</p> <p>ଗତକାଲି ମଧ୍ୟ ଏସ୍&zwnj;ଏମ୍&zwnj;ଏସ୍&zwnj;-୨ରେ ତରଳ ଗରମ ଧାତୁ ପଡି ଜଣେ ଶ୍ରମିକ ଆହତ ହୋଇଥିଲେ। ତାଙ୍କ ଦେହର ପ୍ରାୟ ୭୦ ପ୍ରତିଶତ ପୋଡିଯାଇଥିଲା। ଏଥିପାଇଁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 05:32 PM IST

Sports

Latest News

<p>ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା ଘଟିଛି। ତରଳ ଗରମ ଧାତୁ ପଡ଼ି ଏସ୍&zwnj;ଏମ୍&zwnj;ଏସ୍&zwnj;-୨ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ନିଆଁ ଲିଭାଇବା କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡ ପରେ କାମ ବନ୍ଦ ରହିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।</p><p>ଗତକାଲି ମଧ୍ୟ ଏସ୍&zwnj;ଏମ୍&zwnj;ଏସ୍&zwnj;-୨ରେ ତରଳ ଗରମ ଧାତୁ ପଡି ଜଣେ ଶ୍ରମିକ ଆହତ ହୋଇଥିଲେ। ତାଙ୍କ ଦେହର ପ୍ରାୟ ୭୦ ପ୍ରତିଶତ ପୋଡିଯାଇଥିଲା। ଏଥିପାଇଁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos