ଆଉ କେଇ ଘଡ଼ି ଯାଇଥିଲେ ସକାଳ ଦେଖିଥାନ୍ତେ, ହେଲେ ତା’ ପୂର୍ବରୁ...

ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁର ପରମାଣପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫୁଟପାଥ ଦୋକାନ ଉପରେ ଟ୍ରକ୍ ମାଡି ଯିବାରୁ ଅକାଳରେ ଚାଲିଯାଇଛି ୪ ଜୀବନ। ଏହି ଘଟଣାରେ ଅନ୍ୟ ୨ଜଣ ଗୁରୁତର ହୋଇ ଏବେ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଓ ଆହତମାନଙ୍କ ଘର ସମ୍ବଲପୁରରେ ହୋଇଥିବା ବେଳେ ଏମାନେ କ୍ଷ୍ୟୁଦ୍ର ବ୍ୟବସାୟୀ। ଏମାନେ ସମସ୍ତେ ଚପଲ, ଚଷମା ଓ ଚୁଡ଼ି ବେପାର କରି ପରିବାର ପୋଷଣ କରୁଥିଲେ।  ନିଜ ଆତ୍ମୀୟଙ୍କୁ ହରାଇ […]

n-90810

n-90810

Tapas Behera
  • Published: Tuesday, 21 January 2020
  • Updated: 21 January 2020, 07:34 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁର ପରମାଣପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫୁଟପାଥ ଦୋକାନ ଉପରେ ଟ୍ରକ୍ ମାଡି ଯିବାରୁ ଅକାଳରେ ଚାଲିଯାଇଛି ୪ ଜୀବନ। ଏହି ଘଟଣାରେ ଅନ୍ୟ ୨ଜଣ ଗୁରୁତର ହୋଇ ଏବେ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଓ ଆହତମାନଙ୍କ ଘର ସମ୍ବଲପୁରରେ ହୋଇଥିବା ବେଳେ ଏମାନେ କ୍ଷ୍ୟୁଦ୍ର ବ୍ୟବସାୟୀ। ଏମାନେ ସମସ୍ତେ ଚପଲ, ଚଷମା ଓ ଚୁଡ଼ି ବେପାର କରି ପରିବାର ପୋଷଣ କରୁଥିଲେ।  ନିଜ ଆତ୍ମୀୟଙ୍କୁ ହରାଇ ଏବେ ସେମାନଙ୍କ ପରିବାର ଚିନ୍ତାରେ।

ପରମାଣପୁରରେ  ଚାଲିଥିବା ଧନୁଯାତ୍ରା ପାଇଁ ପଡିଛି ମୀନା ବଜାର।  ପଡିଆ ଭିତରେ ଏବଂ ରାସ୍ତାକୁ ଲାଗି ଖୋଲିଥିଲା ଅନେକ ଦୋକାନ। ରାତିରେ ଧନୁଯାତ୍ରା ନାଟକ ସରିବା ପରେ ରାସ୍ତାପାର୍ଶ୍ୱରେ ଖୋଲିଥିବା ଦୋକାନରେ ଶୋଇପଡିଥିଲେ ବ୍ୟବସାୟୀ।  ଭୋର ପ୍ରାୟ ୪ଟାରେ ସେମାନେ କିଛି ଜାଣିବା ପୂର୍ବରୁ ନିଜକୁ ଟ୍ରକ ତଳେ ପାଇଥିଲ॥  ପାଖ ବେପାରୀମାନେ ବିକଟାଳ ଶବ୍ଦ ଓ କୋଳାହଳ ଶୁଣି ଦେଖିଲା ବେଳକୁ ଏକ ଟ୍ରକ ଦୋକାନ ଉପରେ ମାଡିଯାଇଛି।

ଆଉ ଟ୍ରକ୍‌ ତଳେ ଲୋକଙ୍କ ଚିତ୍କାର ଶୁଭୁଛି । ଆମ୍ବୁଲାନସକୁ ଡକାଇବା ସହ ଉଦ୍ଧାର କାମ ଆରମ୍ଭ କରିଥିଲେ। ମଙ୍ଗଳବାର ସକାଳ ଦେଖିବା ପୂର୍ବରୁ ଏମିତି ଟ୍ରକ୍ ଚକା ତଳେ ଚାଲିଗଲା ୪ ଜୀବନ।  ରାତି ୧୨ଟାରେ ଦୋକାନ ବନ୍ଦ କରି ଶୋଇବାର ମାତ୍ର ୪ ଘଣ୍ଟା ପରେ କାଳ ରୂପୀ ରାକ୍ଷସ ମାଡିଗଲା ତାଙ୍କ ଉପରେ।  ସୋମବାର ରାତିର ନିଦ୍ରା ସେମାନଙ୍କ ଜୀବନର ଶେଷ ନିଦ୍ରା ହୋଇଗଲା। ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଲୋକେ   ଟ୍ରକ୍ ତଳୁ ଉଦ୍ଧାର ଗୁରୁତର ଆହତଙ୍କୁ ଏବେ ବୁର୍ଲାମେଡିକାଲରେ ଚିକିତ୍ସା କରାଯାଉଛି।

ଆଉ ସେପଟେ  ଛିନଛତ୍ର ହୋଇ ପଡିଛି ବ୍ୟବସାୟୀଙ୍କ ପସରା।  ଉଚ୍ଛନ୍ନ ହୋଇଯାଇଛି ବ୍ୟବସାୟୀଙ୍କ ସଂସାର । ଉଜୁଡିଯାଇଛି ବେପାର।  ଦୁର୍ଘଟଣା ପରେ ରାସ୍ତା କଡରେ ଦୋକାନ କରିଥିବା ଅନ୍ୟ ବେପାରୀମାନେ ବି ସେମାନଙ୍କ ଜିନିଷ ପ୍ୟାକିଂ କରି ନେଇ ଚାଲିଯାଉଛନ୍ତି।  ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story