ପରିବାର ଲୋକଙ୍କ ବିରୋଧ: ବ୍ୟବଚ୍ଛେଦ ହୋଇପାରିନି ବିଚାରାଧୀନ କଏଦୀଙ୍କ ମୃତଦେହ

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଆଇସିୟୁରେ ଜଣେ ବିଚାରଧୀନ କଏଦୀର ମୃତଦେହ ଗତକାଲିଠାରୁ ପଡ଼ିରହିଛି।  ଗତକାଲି ଭୋର ୩ଟା ୫ମିନିଟରେ ସୁବାସ ପଟେଲ ନାମକ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିଲା।  ସୁବାସଙ୍କ ମୃତ୍ୟୁପରେ ଆଇନତଃ ଔପଚାରିକତା ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ଓ ମୃତକଙ୍କ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଗତକାଲି ଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଆଇସିୟୁର ବେଡରେ ମୃତଦେହ ପଡିରହିଛି। ଏକ ଡାକାୟତି ଘଟଣାରେ ଅଭିଯୁକ୍ତ ସୁବାଷ ଗତ ୨୦୧୬ ଅକ୍ଟୋବର ମାସରୁ ସମ୍ବଲପୁର […]

burla1

burla1

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 10:59 AM IST

Sports

Latest News

ସମ୍ବଲପୁର: ବୁର୍ଲା ବଡ଼ ମେଡିକାଲରେ ଆଇସିୟୁରେ ଜଣେ ବିଚାରଧୀନ କଏଦୀର ମୃତଦେହ ଗତକାଲିଠାରୁ ପଡ଼ିରହିଛି।  ଗତକାଲି ଭୋର ୩ଟା ୫ମିନିଟରେ ସୁବାସ ପଟେଲ ନାମକ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିଲା।  ସୁବାସଙ୍କ ମୃତ୍ୟୁପରେ ଆଇନତଃ ଔପଚାରିକତା ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ଓ ମୃତକଙ୍କ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଗତକାଲି ଠାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ। ଆଇସିୟୁର ବେଡରେ ମୃତଦେହ ପଡିରହିଛି।

ଏକ ଡାକାୟତି ଘଟଣାରେ ଅଭିଯୁକ୍ତ ସୁବାଷ ଗତ ୨୦୧୬ ଅକ୍ଟୋବର ମାସରୁ ସମ୍ବଲପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଆସୁଥିଲେ।  ଜେଲରଙ୍କ କହିବା ଅନୁସାରେ ଗତ ୧୧ ତରିଖ ଦିନ ସୁବାସଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସମ୍ବଲପୁର ସଦର ହସପିଟାଲ ଏବଂ ପରେ ୧୨ ତାରିଖରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରଯାଇଥିଲା।  ବୁର୍ଲା ମେଡିକାଲର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା।  ଆଇସିୟୁରେ ଅନ୍ୟ ଗୁରୁତର ରୋଗୀମାନେ ଚିକିତ୍ସାଧୀନ ଥିବାରୁ ପାଖରେ ମୃତଦେହ ପଡ଼ିରହିବା ଘଟଣାକୁ ରୋଗୀଙ୍କ ସଂପର୍କୀୟମାନେ ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story