ଭକ୍ତି ଆଳରେ ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟ୍, ଧରିନେଲା ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍‌ ଓ ମନ୍ଦିର ପ୍ରଶାସନକୁ ଚକ୍‌ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ ଲୁଟ୍ ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ସିସିଟିଭି ଭଡ଼ିଓରୁ ଦେଖିବାକୁ ମିଳିଛି ଭକ୍ତି ବାହାନାରେ କିଭଳି ହୁଣ୍ଡିରୁ ଲୁଟେରା ଭକ୍ତ ଲୁଟ୍ କରୁଥିଲା। ହୁଣ୍ଡିରେ ଟଙ୍କା ପକାଇବା ବାହାନାରେ ପ୍ରଥମେ ଏକ କାଗଜ ଠୁଙ୍ଗାକୁ କୌଶଳକ୍ରମେ […]

hundi-1

hundi-1

Tapas Behera
  • Published: Monday, 18 March 2019
  • Updated: 18 March 2019, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍‌ ଓ ମନ୍ଦିର ପ୍ରଶାସନକୁ ଚକ୍‌ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ ଲୁଟ୍ ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

ସିସିଟିଭି ଭଡ଼ିଓରୁ ଦେଖିବାକୁ ମିଳିଛି ଭକ୍ତି ବାହାନାରେ କିଭଳି ହୁଣ୍ଡିରୁ ଲୁଟେରା ଭକ୍ତ ଲୁଟ୍ କରୁଥିଲା। ହୁଣ୍ଡିରେ ଟଙ୍କା ପକାଇବା ବାହାନାରେ ପ୍ରଥମେ ଏକ କାଗଜ ଠୁଙ୍ଗାକୁ କୌଶଳକ୍ରମେ ହୁଣ୍ଡି ଭିତରେ ଲଗାଉଥିଲା। ଏହାପରେ ଲୁଟେରାର ଆରମ୍ଭ ହେଉଥିଲା ଭକ୍ତି। କେତେବେଳେ ଜୋଡହସ୍ତ ମୁଦ୍ରାରେ ତ’ କେତେବେଳେ ଦୁଇବାହୁ ଖୋଲି ମହାପ୍ରଭୁଙ୍କୁ ଆରାଧନା କରୁଥିଲା। ହୁଣ୍ଡି ଚାରିପାଖେ ବୁଲିବା ସହ ଠୁଙ୍ଗା ଠିକ୍ ଅଛି କି ନାହିଁ ମଝିରେ ମଝିରେ ତଦାରଖ କରୁଥିଲା। କିଛି ସମୟ ପରେ ଠୁଙ୍ଗାରେ ଟଙ୍କା ପଡିବା ପରେ କୌଶଳ କ୍ରମେ ଠୁଙ୍ଗା ଧରି ଚମ୍ପଟ ମାରୁଥିଲା।

ତେବେ ଗତ ୧୬ ତାରିଖରେ ପୁରା ଘଟଣା ପଦାକୁ ଆସିଥିଲା । ଲିଙ୍ଗରାଜଙ୍କ ହୁଣ୍ଡି ଖୋଲିବାପରେ ସେଥିରୁ କିଛି ଠୁଙ୍ଗା ବାହାରିଥିଲା। ଏହା ହୁଣ୍ଡି ଭିତରକୁ କେମିତି ଆସିଲା ସନ୍ଦେହ ହେବା ସହ, ଗତବର୍ଷ ମହାଶିବରାତ୍ରୀ ତୁଳନାରେ ଚଳିତ ବର୍ଷ ହୁଣ୍ଡି ଦାନ ଅର୍ଥ କମ୍ ଥିଲା। ଯାହା ସନ୍ଦେହ ବଢ଼ାଇଥିଲା। ଏନେଇ ମନ୍ଦିର ପ୍ରଶାସନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଆଉ ଶେଷରେ ଲୁଟେରା ବସନ୍ତ ଗଉଡକୁ ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story