ପୁଲିସ ହେପାଜତରୁ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଗାଁ ଲୋକେ

ନୀଳଗିରି(ବିଶ୍ୱମ୍ବର ଦାସ): ଆସନ୍ତାକାଲି ପଡିବ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନୀ ଭୋଟ। ତେବେ ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ଦେଖାଇଛି ହିଂସା। କେଉଁଠୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି ତ ଆଉ କେଉଁଠି ହୋଇଛି ଗୋଷ୍ଠୀ ସଂଘର୍ଷ। ସେହିପରି ଆଉ କେଉଁଠି ପୁଲିସ ହେପାଜତରୁ ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ନୀଳଗିରି ସନ୍ତରାଗଡ଼ଇା ଛକରେ ପୁଲିସ ଗାଡ଼ିକୁ ଅଟକାଇ ଅଭିଯୁକ୍ତଙ୍କୁ ଗାଁ ଲୋକେ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି […]

accused flee

accused flee

Madhupriya Mistry
  • Published: Monday, 21 February 2022
  • Updated: 21 February 2022, 01:34 PM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ଆସନ୍ତାକାଲି ପଡିବ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନୀ ଭୋଟ। ତେବେ ଏହାପୂର୍ବରୁ ବିଭିନ୍ନ ସ୍ଥାନରେ ଦେଖାଇଛି ହିଂସା। କେଉଁଠୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି ତ ଆଉ କେଉଁଠି ହୋଇଛି ଗୋଷ୍ଠୀ ସଂଘର୍ଷ। ସେହିପରି ଆଉ କେଉଁଠି ପୁଲିସ ହେପାଜତରୁ ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ନୀଳଗିରି ସନ୍ତରାଗଡ଼ଇା ଛକରେ ପୁଲିସ ଗାଡ଼ିକୁ ଅଟକାଇ ଅଭିଯୁକ୍ତଙ୍କୁ ଗାଁ ଲୋକେ ଛଡାଇ ନେଇଥିବା ଅଭିଯୋଗ ହୋଇଛି।

ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଦୁଇ ନମ୍ବର ଜୋନ କାନପୁରରେ ଏକ ୱେବ ମିଡିଆର ସାମ୍ବାଦିକ ଲେଲିନ କୁମାର ଦେ ଙ୍କୁ କିଛି ଲୋକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଆଜି ସକାଳେ ନୀଳଗିରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପାର୍ଟି ଅଫିସ ଭିତରେ ପଶି ପୁଲିସ, ଯାହା ନାଁରେ ଅଭିଯୋଗ ହୋଇଥିଲା ସେହି ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା।

ଉକ୍ତ ଅଭିଯୁକ୍ତ ଅଜୟ ମାହାଳିକଙ୍କୁ ପୁଲିସ ଅଟକ ରଖି ଥାନାକୁ ନେବା ବେଳେ ସନ୍ତରାଗଡ଼ଇା ଛକରେ ପୁଲିସ ଗାଡିକୁ ଅଟକାଇଥିଳେ ଗାଁ ଲୋକେ।  କିଛି ସମର୍ଥକ ଓ ପାଖପାଖି ୫୦ରୁ ଅଧିକ ଗାଁ ଲୋକେ ଏକଜୁଟ୍‌ ହୋଇ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରୁ ଛଡାଇ ନେଇଯାଇଥିବା ସୂଚନା ମିଳିଛି। ସେପଟେ ପୁଲିସ ମଧ୍ୟ ଏତେ ସଂଖ୍ୟକ ଲୋକଙ୍କ ଆଗରେ ଅସହାୟ ହୋଇପଡିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story