ପୁଲିସକୁ ଦେଖି ଛାତ ଉପରୁ ଡେଇଁ ପଡ଼ିଥିଲେ ଅଭିଯୁକ୍ତ, ଭାଙ୍ଗିଗଲା ଗୋଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସକୁ ଦେଖି ଛାତୁରୁ ଡେଇଁ ପଡ଼ିଲେ ଅଭିଯୁକ୍ତ। ହେଲେ ଗୋଡ଼ ଭାଙ୍ଗି ଯାଇଥିବାରୁ ଧାଇଁ ପାଳିଲା ନାହିଁ। ତେଣୁ ପୁଲିସ ତାକୁ ଧରି ପକାଇଲା। ଅଭିଯୁକ୍ତକ ଏବେ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ଆଜି ଏପରି ଘଟଣା କଟକ ଜିଲ୍ଲାରେ ଘଟିଛି। ଫ୍ଲୋବମୋରେ କମ୍ପାନୀ ୨୦୧୯ ମସିହାରେ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ […]

cuttack

cuttack

Manoranjan Sial
  • Published: Wednesday, 21 July 2021
  • Updated: 21 July 2021, 06:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସକୁ ଦେଖି ଛାତୁରୁ ଡେଇଁ ପଡ଼ିଲେ ଅଭିଯୁକ୍ତ। ହେଲେ ଗୋଡ଼ ଭାଙ୍ଗି ଯାଇଥିବାରୁ ଧାଇଁ ପାଳିଲା ନାହିଁ। ତେଣୁ ପୁଲିସ ତାକୁ ଧରି ପକାଇଲା। ଅଭିଯୁକ୍ତକ ଏବେ ମେଡିକାଲ୍‌ରେ ଭର୍ତ୍ତି ହୋଇଛି। ଆଜି ଏପରି ଘଟଣା କଟକ ଜିଲ୍ଲାରେ ଘଟିଛି।

ଫ୍ଲୋବମୋରେ କମ୍ପାନୀ ୨୦୧୯ ମସିହାରେ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ହେଲେ ଅଭିଯୋଗ ପରଠାରୁ କମ୍ପାନୀର ସହକାରୀ ମ୍ୟାନେଜର ବିକ୍ରମ ମହାରଣା ଫେରାର ହୋଇଯାଥିଲେ। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଥିଲା।

ବିକ୍ରମ ମହାରଣା କଟକ ସଦର ଅଞ୍ଚଳ ସାଉଥ୍‌ ଉଷୁମା ଗାଁରେ ଥିଲେ। ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ ଖବର ପାଇଁ ଚଢ଼ଉ କରିଥିଲା। ବିକ୍ରମ ଘର ଭିତରୁ ପୁଲିସକୁ ଦେଖି ଛାତ ଉପରକୁ ପଳାଇଯାଇଥିଲେ। ଚମ୍ପଟ ମାରିବା ଚକ୍କରରେ ସେ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ତଳେ ଥିବା ପୁଲିସ ତାଙ୍କୁ କାବୁ କରିନେଇଥିଲା।

ବିକ୍ରମଙ୍କ ଗୋଡ଼ ଭାଙ୍ଗିଥିବାରୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story