ମୁଁ ଆଜି କାନ୍ଦୁଛି ହେଲେ ଦୁଃଖରେ ନୁହେଁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ଆଖି ଆଗରେ କାନ ତରଳି ଯାଇ ତଳେ ପଡ଼ି ଯାଇଥିଲା।  ମୋର ଆଖିର ଡୋଳା ଦୁଇଟି ପଦାକୁ ବାହାରି ଆସିଥିଲା। ହେଲେ ଆଜି ପ୍ରଥମ ଥର ପାଇଁ ମିଡିଆ ଆଗରେ କାନ୍ଦୁଛି। ତେବେ ଦୁଃଖରେ ନୁହେଁ। ଖୁସିରେ କାନ୍ଦୁଛି। କାରଣ ଏହି ଏସିଡ୍‌ ଆକ୍ରମଣ ଭଳି ଏକ କୁତ୍ସିତ କାରନାମା ଏବଂ ଏହାର ଭୟାବହତା ସାରା ବିଶ୍ୱରେ ଛପାକ୍‌ ମାଧ୍ୟମରେ ପହଞ୍ଚି ପାରିଛି। ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଯନ୍ତ୍ରଣା ଜର୍ଜରିତ […]

908

908

Tapas Behera
  • Published: Saturday, 11 January 2020
  • Updated: 11 January 2020, 05:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋ ଆଖି ଆଗରେ କାନ ତରଳି ଯାଇ ତଳେ ପଡ଼ି ଯାଇଥିଲା।  ମୋର ଆଖିର ଡୋଳା ଦୁଇଟି ପଦାକୁ ବାହାରି ଆସିଥିଲା। ହେଲେ ଆଜି ପ୍ରଥମ ଥର ପାଇଁ ମିଡିଆ ଆଗରେ କାନ୍ଦୁଛି। ତେବେ ଦୁଃଖରେ ନୁହେଁ। ଖୁସିରେ କାନ୍ଦୁଛି। କାରଣ ଏହି ଏସିଡ୍‌ ଆକ୍ରମଣ ଭଳି ଏକ କୁତ୍ସିତ କାରନାମା ଏବଂ ଏହାର ଭୟାବହତା ସାରା ବିଶ୍ୱରେ ଛପାକ୍‌ ମାଧ୍ୟମରେ ପହଞ୍ଚି ପାରିଛି। ଏସିଡ୍ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନକୁ ନେଇ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ଛପାକ୍‌ ଆସିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁରର ସମାନ ଘଟଣାର ଶିକାର ହୋଇଥିବା ପ୍ରମୋଦିନୀ ରାଉଳ।  ସେ କହିଛନ୍ତି ଯେ, ୨୦୦୩ରୁ ଆମର ଏକ ଟିମ୍‌ ଏସିଡ୍‌ ଆକ୍ରମଣକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି। ଆମର ଟିମ୍‌ ମଧ୍ୟ ଏହି ଛପାକ୍‌ର ଏକ ଅଭିନୟ କରିଛନ୍ତି। ଆମେ ଯେଉଁଥି ପାଇଁ ଲଢ଼େଇ କରୁଥିଲୁ ତଥା ସଚେତନତା କରୁଛୁ, ସାରା ଭାରତର କୋଣ ଅନୁକୋଣରେ ପହଞ୍ଚୁ ବୋଲି ଆମେ ଚାହୁଁଥିଲୁ।  ତାହା ପ୍ରାୟତଃ ଏହି ଛପାକ୍‌ ଫିଲ୍ମ ମାଧ୍ୟମରେ ସଫଳ ହୋଇଛି।  ଥରେ ଏସିଡ୍‌ ଆକ୍ରମଣ ହେଲେ ସେଇ ଝିଅମାନେ ଜୀବନ ସାରା ବଞ୍ଚିବା ପାଇଁ କେତେ ସଙ୍ଘର୍ଷ ଓ କଷ୍ଟ କରନ୍ତି ତାହା ସେଇ ଫିଲ୍ମରେ ଦର୍ଶାଯାଇଛି।

ପୂର୍ବ ଘଟଣାବଳୀ

ପ୍ରମୋଦିନୀ ରାଉଳ। ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କନକପୁର ଅଞ୍ଚଳରେ।  ୨୦୦୯ ଏପ୍ରିଲ ୧୮ ତାରିଖ। ସେତେବେଳେ ନିକଟସ୍ଥ ଆଦିକବି ସାରଳା ଦାସ ମହିବିଦ୍ୟାଳୟରେ ପଢୁଥିଲେ ୧୬ ବର୍ଷୀୟା ପ୍ରମୋଦିନୀ। ଅଭିଯୋଗ ଅନୁଯାୟୀ ପ୍ରମୋଦିନୀଙ୍କୁ ଏକପାଖିଆ ପ୍ରେମ କରୁଥିଲେ ନିକଟସ୍ଥ ଏକ ପାରା ମିଲିଟାରି କ୍ୟାମ୍ପର ଯବାନ ସନ୍ତୋଷ କୁମାର ବେଦାନ୍ତ। ପ୍ରାୟ ବର୍ଷଟିଏ ଧରି ସନ୍ତୋଷ, ପ୍ରମୋଦିନୀ ଓ ତାଙ୍କ ପରିବାରକୁ ଧମକେଇବା ପରେ  କିଛି ଫଳ ନ ପାଇବାରୁ ହିଂସ୍ର ହୋଇପଡ଼ିଥିଲେସେ । ଶେଷରେ ଦିନ ଦିପହରେ ବିଚ୍ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ପ୍ରମୋଦିନୀଙ୍କ ଉପରେ ସେ ଏସିଡ୍ ପକାଇ ଦେଇଥିଲେ।

ଘଟଣା ପରେ ତିର୍ତୋଲ ଥାନାରେ ଏତଲା ଦେଇଥିଲେ ପ୍ରମୋଦିନୀଙ୍କ ମାଆ। କିନ୍ତୁ ତଦନ୍ତ ପୂର୍ବରୁ ହିଁ ପୋଲିସ୍ ଘଟଣାର ଫ।ଇଲ୍ ବନ୍ଦ କରିଦେଇ ଥିଲା। ୟା ଭିତରେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରେଇ ବସିଛନ୍ତି ପ୍ରମୋଦିନୀ। ଏତଲାରେ ଠିକଣା ଭୁଲ୍ ଥିବା ଦର୍ଶାଇ ୨୦୧୨ରେ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ।  କିନ୍ତୁ ପୀଡ଼ିତାଙ୍କ ପକ୍ଷରୁ ଆବେଦନ ପରେ ଜଗତସିଂହପୁର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୭ ମସିହାରେ ଅଗଷ୍ଟରେ ମାମଲାର ରି-ଓପନ କରିଥିଲା ପୋଲିସ।  ଆରମ୍ଭ ହେଲା ସାନି ତଦନ୍ତ।  ସନ୍ତୋଷ ଜମଜାମ୍ମୁ କାଶ୍ମୀର କୁପୱାଡା କାର୍ଯ୍ୟରତ ଥିବା ପୋଲିସ ଜାଣିପାରିଥିଲା।  ଆଉ ପୋଲିସ ସମ୍ପର୍କରେ ସୂଚନା ପାଇ କୁପାୱାଡ଼ାରୁ କୋଲକାତାକୁ ଫେରାର୍ ହୋଇଯାଇଥିଲା ସନ୍ତୋଷ।  ଶେଷରେ ଘଟଣାର ୮ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଏବଂ ସହଯୋଗୀ ବିଶ୍ୱଜିତକୁ ଗିରଫ କରି ଥିଲା ପୁଲିସ।

https://youtu.be/rwC-zvBixig

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story