ଟମାଟୋ ମାଡ଼, ଆଗକୁ ଅଣ୍ଡାମାଡ଼: ଛାତ୍ର କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କରିବା ସହ ସେ ଇସ୍ତଫା ନଦେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ […]

congress

congress

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଘେରାଉ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ କରିବା ସହ ସେ ଇସ୍ତଫା ନଦେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ୟୁନିଟ୍ –୪ ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୁରୀ ଗଣଦୁଷ୍କର୍ମ ପୀଡ଼ିତା ପ୍ରତି ଗୃହମନ୍ତ୍ରୀଙ୍କର ସାମାନ୍ୟତମ ସମବେଦନା ନାହିଁ। ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ସେ ସଂପର୍କରେ ମନ୍ତ୍ରୀ ବିବତ୍ତି ଦେଇନାହାନ୍ତି ବା ପୀଡ଼ିତାକୁ ଭେଟିନାହାନ୍ତି । ପୁଲିସ ଏହି ଗଣଦୁଷ୍କର୍ମରେ ସମ୍ପୃକ୍ତ ଥିବାରୁ ଆଜି ଓଡ଼ିଶାବାସୀ କହିଛନ୍ତି ଯେ, ପୁଲିସ ଲୋକଙ୍କ ରକ୍ଷକ କହୁଥିଲେ, ମାତ୍ର ନବୀନ ଶାସନରେ ପୋଲିସ ଭକ୍ଷକ ସାଜିଛି। ଶ୍ରୀ ପଟ୍ଟନାୟକ କହିଲେ ନବୀନ ଶାସନରେ ‘ବାଡ଼ ଫସଲ ଖାଏ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ଆଉ ପୁଲିସ ବିଭାଗ ନାହିଁ। ଦିନକୁ ୭ ଜଣ ଗଣଦୁଷ୍କର୍ମର ଶିକାର ହେଉଥିବା ରାଜ୍ୟ ସରକାର ସ୍ୱୀକାର କଲେଣି । ମୁଖ୍ୟମନ୍ତ୍ରୀ ମଧ୍ୟ ଅନ୍ୟ ଉପରେ ଦୋଷ ଲଦି ଅତି ଚତୁରତାର ସହ ଖସି ଯାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଛାତ୍ର କଂଗ୍ରେସ ଦାବି କରୁଛି । ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀମାନେ ମଧ୍ୟ ସେଠାରେ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଟମୋଟୋ ମାଡ଼ କରିଥିଲେ।

ପୀଡ଼ିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ୟାସିର ନୱାଜ, ରଂଜିତ ପାତ୍ର, ବଟକୃଷ୍ଣ ରାଉତରାୟ, ବାଦଲ ମହାନ୍ତି, ଦୁର୍ଗା ମହଲା, ଫାରୁକ୍ ଖାନ, ବିଭୁଦତ ରଥ, ପିଂଟୁ ରାଉତ, ରମାକାନ୍ତ ସାହୁ, ପିୟୁସ ଜେନା, ମହମ୍ମଦ ଖୁଲଫାମ, ରାଜଦୀପ ବେହେରା, ସୌମ୍ୟ ବରାଳ, ଅମିତ୍ କୁମାର ପ୍ରମୁଖ ସାମିଲ ହୋଇଥିଲେ । ରାଜୀବ ପଟ୍ଟନାୟକଙ୍କ ସହ ୧୫ ଜଣ ଛାତ୍ର କଂଗ୍ରେସ ନେତାଙ୍କୁ ପୁଲିସ ବ୍ୟାରେକରେ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story