ବାଲି ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଓ ଆରଆଇ ରକ୍ତାକ୍ତ

ବଲାଙ୍ଗିର(ଘଟେଶ୍ବର ମିଶ୍ର): ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ। ବାଲି ମାଫିଆଙ୍କ ଆକ୍ରମଣରେ ରକ୍ତାକ୍ତ ହୋଇ ଅତିରିକ୍ତ ତହସିଲଦାର ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁରରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ଗତକାଲି ରାତି ୧୨ଟାରେ ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ। ପରେ ସ୍ଥାନୀୟ ଆରଆଇ ସୁଶାନ୍ତ ପଟେଲଙ୍କ ସହିତ ମିଶି […]

add-taha

add-taha

Niranjan Mishra
  • Published: Monday, 17 October 2022
  • Updated: 17 October 2022, 04:03 PM IST

Sports

Latest News

ବଲାଙ୍ଗିର(ଘଟେଶ୍ବର ମିଶ୍ର): ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ। ବାଲି ମାଫିଆଙ୍କ ଆକ୍ରମଣରେ ରକ୍ତାକ୍ତ ହୋଇ ଅତିରିକ୍ତ ତହସିଲଦାର ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁରରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ଗତକାଲି ରାତି ୧୨ଟାରେ ବାଲି ଚୋରାଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ। ପରେ ସ୍ଥାନୀୟ ଆରଆଇ ସୁଶାନ୍ତ ପଟେଲଙ୍କ ସହିତ ମିଶି ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରିଥିଲେ। ଏହି ଟ୍ରାକ୍ଟର ଆଗଲପୁରର ଏକ ପଡାର ହିଂମାଶୁ ବାଗଙ୍କ ଘର କ୍ୟାମ୍ପସ ଭିତରେ ପସି ଯାଇଥିଲା। ତେଣୁ ହିଂମାଶୁଙ୍କ ଘର ଉପରେ ଅତିରିକ୍ତ ତହସିଲଦାର ଚଢ଼ାଉ କରିଥିଲେ।

ଏହି ସମୟରେ ହିଂମାଶୁ ବାଗ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦା ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ଆରଆଇ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଖୁବ୍ କଷ୍ଟରେ ସେମାନେ ଘଟଣାସ୍ଥଳରୁ ଖସି ଆସିବା ପରେ ଏନେଇ ଆଜି ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ ଉପସ୍ଥିତିରେ ଏତଲା ଦିଆଯାଇଥିଲା। ଲୋଇସିଂହା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରବଳ ମାଡ଼ରେ ଅତିରିକ୍ତ ତହସିଲଙ୍କ ମୁହଁ ଫାଟି ଯାଇଛି।

ତେବେ ବାଲି ମାଫିଆଙ୍କ ଏଭଳି ଦାଦାଗିରି ଏବେ ଆଲୋଚନାର ବିଷୟ ହୋଇଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story