ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଉ ଜଣଙ୍କ ନାଁରେ ଅଭିଯୋଗ ଆଣିଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଞ୍ଚମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ, ଏପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ିନାହିଁ। ଏବେ ଏହି ମାମଲାରେ ପୁଣିଥରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ବିଦ୍ୟାଶ୍ରୀ ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ଠିକ୍ ସମୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ଆଦିତ୍ୟଙ୍କ ମୃତ୍ୟୁ କେମିତି ହେଲା, ତାହା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରିବାକୁ କହିଛନ୍ତି ବିଦ୍ୟାଶ୍ରୀ। ଏହାଛଡ଼ା ବିଦ୍ୟାଶ୍ରୀ ଏୟାର ଫିଲ୍ଡ ଥାନାରେ […]

aditya-dash-2

aditya-dash-2

Ranjit Kumar Jena
  • Published: Friday, 13 November 2020
  • Updated: 13 November 2020, 03:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଞ୍ଚମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ, ଏପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ିନାହିଁ। ଏବେ ଏହି ମାମଲାରେ ପୁଣିଥରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ବିଦ୍ୟାଶ୍ରୀ ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ଠିକ୍ ସମୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି।

ଏହାସହ ଆଦିତ୍ୟଙ୍କ ମୃତ୍ୟୁ କେମିତି ହେଲା, ତାହା ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରିବାକୁ କହିଛନ୍ତି ବିଦ୍ୟାଶ୍ରୀ। ଏହାଛଡ଼ା ବିଦ୍ୟାଶ୍ରୀ ଏୟାର ଫିଲ୍ଡ ଥାନାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୁଣି ଅଭିଯୋଗ ଆଣିଛନ୍ତି। ଉକ୍ତ ବ୍ୟକ୍ତି ଜଣକ ଅଯଥା ଖବର ପ୍ରସାରଣ କରି ତାଙ୍କୁ ବଦନାମ କରୁଥିବା ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୭ ତାରିଖ ସକାଳେ ଆଦିତ୍ୟ ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ଏହା ପରେ ଆର୍‌ପିଏଫ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିଲା। ତେବେ ମାନବପ୍ରେମୀଙ୍କ ସଙ୍ଗଠନର କାର୍ଯ୍ୟକର୍ତ୍ତା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ, ପତ୍ନୀ ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କ ପରିବାର ଓ ଭଡ଼ା ଘର ମାଲିକଙ୍କୁ ଜେରା କରିଥିଲା ପୁଲିସ। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା। ଯାହା ପରେ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story