ମୃତଦେହକୁ ଯିବାକୁ ଦେଲାନି ମୋଟୁ ପ୍ରଶାସନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପେଟ ପୋଷିବାକୁ ସୂଦୂର  ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳାକ ଘରକୁ ଫେରିଲେ ମୃତଦେହ ହୋଇ। ବଞ୍ଚିଥିବା ବେଳେ ନିଜ ମାଟିକୁ ଫେରିବା ସ୍ୱପ୍ନ ପାଲଟିଥିଲା। ହେଲେ ଆଖି ବୁଜିବା ପରେ ବି  ମୃତଦେହକୁ ନିଜ ମାଟିକୁ ଯିବାକୁ ଦେଲାନି ମୋଟୁ ପ୍ରଶାସନ। ଫଳରେ ୨୦୦ କି.ମି ବୁଲି ବୁଲି ଗାଁରେ ପହଞ୍ଚିବା ପରେ ଶବ ସତ୍କାର ହୋଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସୂଚନା ଅନୁଯାୟୀ, ଏହି […]

Deadbody

Deadbody

Niharika Rout
  • Published: Saturday, 16 May 2020
  • Updated: 16 May 2020, 02:20 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ପେଟ ପୋଷିବାକୁ ସୂଦୂର  ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳାକ ଘରକୁ ଫେରିଲେ ମୃତଦେହ ହୋଇ। ବଞ୍ଚିଥିବା ବେଳେ ନିଜ ମାଟିକୁ ଫେରିବା ସ୍ୱପ୍ନ ପାଲଟିଥିଲା। ହେଲେ ଆଖି ବୁଜିବା ପରେ ବି  ମୃତଦେହକୁ ନିଜ ମାଟିକୁ ଯିବାକୁ ଦେଲାନି ମୋଟୁ ପ୍ରଶାସନ। ଫଳରେ ୨୦୦ କି.ମି ବୁଲି ବୁଲି ଗାଁରେ ପହଞ୍ଚିବା ପରେ ଶବ ସତ୍କାର ହୋଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।

ସୂଚନା ଅନୁଯାୟୀ, ଏହି ନାବାଳକ ଶ୍ରମି ୧୦ ଦିନ ତଳେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ତେଲେଙ୍ଗାନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ସାଥୀ ଶ୍ରମିକମାନେ ଆମ୍ବୁଲାନ୍ସରେ ମୃତଦେହ  ତାଙ୍କ ଗାଁକୁ ଆଣୁଥିଲେ। କିନ୍ତୁ ମୋଟୁ ସୀମାରେ ଗତକାଲି ପ୍ରବେଶ ଅନୁମତି ମିଳିନଥିଲା।  ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି । ତେଣୁ ଆମ୍ବୁଲାନ୍ସ ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ଆଜି ମୃତକଙ୍କ ଗାଁରେ ପହଞ୍ଚିଥିଲା । ଏହାପରେ ଶୋକାକୂଳ ପରିବେଶରେ ମୃତଦେହ ସତ୍କାର କରାଯାଇଥିବା ଜଣାଯାଇଛି।

ଏହି ଘଟଣାକୁ କଂଗ୍ରେସ ନେତା ପ୍ରଦୀପ ମାଝି ତୀବ୍ର ବିରୋଧ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଶ୍ରମିକଙ୍କ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି,  ଏକ ୧୬ ବର୍ଷର ନାବାଳକର ମୃତଦେହ ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଦରଦ ଦେଖାଇଲା ନାହିଁ। କୌଣସି ପ୍ରକାର ସାହାଯ୍ୟ ତ ଦୂରର କଥା ନିଜ ମାଟିକୁ ଯିବାକୁ ବାଟ ବି ଛାଡ଼ିଲା ନାହିଁ।  ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏପରି ଅମାନୁଷିକ ବ୍ୟବହାରର ଉଚିତ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story