ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ  ଆଜି ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି। ଆଜି ସକାଳେ ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସିଂହକୁ ୮ ବର୍ଷ ହୋଇଥିଲା। ଗତକାଲିଠାରୁ ସିଂହଟି ଅସୁସ୍ଥ ଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ୨୦୧୫ ମସିହାରେ ଏହି ଆଫ୍ରିକୀୟ ସିଂହକୁ ଇସ୍ରାଏଲ୍‌ର ତେଲଆଭିଭ୍‌ରୁ ଅଣାଯାଇଥିଲା। ନନ୍ଦନକାନନରେ ଏବେ ଆଉ ୫ଟି ସିଂହ ଓ ୭ଟି ସିଂହୀ ଅଛନ୍ତି।

lion...

lion...

Tapaswini Nayak
  • Published: Wednesday, 29 August 2018
  • Updated: 29 August 2018, 08:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ  ଆଜି ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି। ଆଜି ସକାଳେ ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ସିଂହକୁ ୮ ବର୍ଷ ହୋଇଥିଲା।

ଗତକାଲିଠାରୁ ସିଂହଟି ଅସୁସ୍ଥ ଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।

୨୦୧୫ ମସିହାରେ ଏହି ଆଫ୍ରିକୀୟ ସିଂହକୁ ଇସ୍ରାଏଲ୍‌ର ତେଲଆଭିଭ୍‌ରୁ ଅଣାଯାଇଥିଲା।

ନନ୍ଦନକାନନରେ ଏବେ ଆଉ ୫ଟି ସିଂହ ଓ ୭ଟି ସିଂହୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos