ଦୁଇ ଦିନ ପରେ ସ୍ୱାଭାବିକ ହେଲା ଯାତାୟତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଗାଣ ବର୍ଷାରେ ମାଲକାନଗିରିର ଅବସ୍ଥା ଖରାପ। ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି।  ତେବେ ଗତକାଲି ବର୍ଷା କମିବା ପରେ କୋରକୋଣ୍ଡା-ଏମ୍ଭି ୩୭ ମଧ୍ୟରେ ଥିବା ପୋଲରୁ ମଧ୍ୟ ପାଣି ଖସିଛି।  ଏହାପରେ ଯୋଗାଯୋଗ ସ୍ୱାଭାବିକ ହୋଇଛି । ମାଲକାନଗିରିରୁ ଉଭୟ କାଲିମେଳା ଓ ବାଲିମେଲାକୁ ଗମନାଗମନ ପୂର୍ବଭଳି ସ୍ୱାଭାବିକ ହୋଇଛି। ଏହି ପୋଲି ଉପରେ ଗତକାଲି ୪ରୁ ୫ ଫୁଟ ପାଣି ଚାଲୁଥିଲା।  […]

Heavy Rain

Heavy Rain

Madhupriya Mistry
  • Published: Wednesday, 18 August 2021
  • Updated: 18 August 2021, 09:30 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲଗାଣ ବର୍ଷାରେ ମାଲକାନଗିରିର ଅବସ୍ଥା ଖରାପ। ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି।  ତେବେ ଗତକାଲି ବର୍ଷା କମିବା ପରେ କୋରକୋଣ୍ଡା-ଏମ୍ଭି ୩୭ ମଧ୍ୟରେ ଥିବା ପୋଲରୁ ମଧ୍ୟ ପାଣି ଖସିଛି।  ଏହାପରେ ଯୋଗାଯୋଗ ସ୍ୱାଭାବିକ ହୋଇଛି । ମାଲକାନଗିରିରୁ ଉଭୟ କାଲିମେଳା ଓ ବାଲିମେଲାକୁ ଗମନାଗମନ ପୂର୍ବଭଳି ସ୍ୱାଭାବିକ ହୋଇଛି। ଏହି ପୋଲି ଉପରେ ଗତକାଲି ୪ରୁ ୫ ଫୁଟ ପାଣି ଚାଲୁଥିଲା।  ଜଳବନ୍ଦୀ ଲୋକେ ଘରୁ ବାହାରିବା ମୁସକିଲ ହୋଇପଡିଥିଲା। ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା ।  ପାଣି ଯୋଗୁଁ ରାସ୍ତା ତଳକୁ ବାଇକ୍ ଖସିପଡ଼ିବାରୁ ଜଣେ ମହିଳା ବି ଫସି ରହିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ପୂର୍ବରୁ ପାଣିପାଗ ବିଭାଗର ଆକଳନ ଅନୁଯାଇ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏଥିସହ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story