ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଏଜି

କଟକ (ଓଡ଼ିଶା ରିପୋର୍ଟର): ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଏଜି। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ AGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧତ୍କ ଥିବା ପୁଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। […]

durga

durga

Ranjit Kumar Jena
  • Published: Friday, 16 October 2020
  • Updated: 16 October 2020, 01:35 PM IST

କଟକ (ଓଡ଼ିଶା ରିପୋର୍ଟର): ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଏଜି। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ AGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧତ୍କ ଥିବା ପୁଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ଏ ନେଇ ଆବେଦନକାରୀଙ୍କ ଓକିଲ୍ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି, ଆଜି କୋର୍ଟ ସମସ୍ତ ପକ୍ଷକୁ ଗୁରୁତର ସହ ଶୁଣିଛନ୍ତି। ଏହାସହ ୯ଟି ମୂର୍ତ୍ତିର ଷ୍ଟାଟସ୍ କ'ଣ ରହିଛି, ତା'ର ରିପୋର୍ଟ ସୋମବାର ହାଇକୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଦାଖଲ ହେବା ପରେ ହାଇକୋର୍ଟ ଏହା ଉପରେ ଏହି ଦିନ ଶୁଣାଣି କରିବେ ବୋଲି ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story