ବାଲେଶ୍ୱରରେ ପୁଣି ଜଣେ ଯୁବକଙ୍କୁ ଆକ୍ରମଣ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇପଡ଼ିଛି ବାଲେଶ୍ୱର ସହର। ଆଜି ପୁଣି ଜଣେ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଭାଷ୍କରଗଞ୍ଜ ଛକରେ କ୍ୱିଜ୍‌ ପ୍ରତିଯୋଗିତା ଚାଲିଥିଲା। ପି.ଶଙ୍କର ରାଓ ନାମକ ଜଣେ ଯୁବକ ସେଠାରେ ଠିଆ ହୋଇ ଦେଖୁଥିଲେ। ଏହି ସମୟରେ ୪ରୁ ୫ ଜଣ ଯୁବକ ବାଇକରେ ଆସି ରାଓଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। […]

again attack in balasore

again attack in balasore

Rakesh Mallick
  • Published: Friday, 26 January 2018
  • Updated: 26 January 2018, 10:48 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇପଡ଼ିଛି ବାଲେଶ୍ୱର ସହର। ଆଜି ପୁଣି ଜଣେ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଭାଷ୍କରଗଞ୍ଜ ଛକରେ କ୍ୱିଜ୍‌ ପ୍ରତିଯୋଗିତା ଚାଲିଥିଲା। ପି.ଶଙ୍କର ରାଓ ନାମକ ଜଣେ ଯୁବକ ସେଠାରେ ଠିଆ ହୋଇ ଦେଖୁଥିଲେ। ଏହି ସମୟରେ ୪ରୁ ୫ ଜଣ ଯୁବକ ବାଇକରେ ଆସି ରାଓଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ ୨୪ ତାରିଖରେ ଓଟି ରୋଡ଼୍‌ ବିଦ୍ୟୁତ ଛକରେ ଦୁର୍ଦ୍ଦାନ୍ତ ଖାସୁଆ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତନ୍ମୟ ପଣ୍ଡା ଓରଫ  କୁନାକୁ ଦୁର୍ବୃତ୍ତମାନେ ହାଣି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story