ଚଳନ୍ତା ଗାଡ଼ିରୁ ଫୁଡ୍ ଡିଲିଭରୀ ବୟକୁ ଠେଲି ଦେଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏଥିପାଇଁ ଏବେ କ୍ରାଇମ ସିଟି ପାଲଟିଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କରାଜ୍ କମିବାର ନାଁ ନେଉନାହିଁ। ମୋବାଇଲ୍ ଲୁଟିବା ପରେ ଫୁଡ୍ ଡିଲିଭରି ବୟକୁ ଚଳନ୍ତା ଗାଡ଼ିରୁ ଧକ୍କାଦେଲେ ଲୁଟେରା। ଏଭଳି ଘଟଣା ଘଟିଛି ବ୍ୟସ୍ତବହୁଳ ଭୁବନେଶ୍ୱର-କଟକ ରୋଡ ପାହାଳ ନିକଟରେ। ଫୁଡ୍ ଡିଲିଭରି ବୟ ଠାରୁ ମୋବାଇଲ୍ ଲୁଟି ନେବା ପରେ ତାଙ୍କୁ ଚଳନ୍ତା ବାଇକରୁ ଠେଲି ଦେଇଛନ୍ତି ଦୁର୍ବୃତ୍ତ। ଲୁଟ୍ ଓ […]

loot

loot

Ranjit Kumar Jena
  • Published: Thursday, 08 October 2020
  • Updated: 08 October 2020, 09:41 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏଥିପାଇଁ ଏବେ କ୍ରାଇମ ସିଟି ପାଲଟିଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କରାଜ୍ କମିବାର ନାଁ ନେଉନାହିଁ। ମୋବାଇଲ୍ ଲୁଟିବା ପରେ ଫୁଡ୍ ଡିଲିଭରି ବୟକୁ ଚଳନ୍ତା ଗାଡ଼ିରୁ ଧକ୍କାଦେଲେ ଲୁଟେରା। ଏଭଳି ଘଟଣା ଘଟିଛି ବ୍ୟସ୍ତବହୁଳ ଭୁବନେଶ୍ୱର-କଟକ ରୋଡ ପାହାଳ ନିକଟରେ।

ଫୁଡ୍ ଡିଲିଭରି ବୟ ଠାରୁ ମୋବାଇଲ୍ ଲୁଟି ନେବା ପରେ ତାଙ୍କୁ ଚଳନ୍ତା ବାଇକରୁ ଠେଲି ଦେଇଛନ୍ତି ଦୁର୍ବୃତ୍ତ। ଲୁଟ୍ ଓ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ଶୁଭକାନ୍ତଙ୍କ କହିବା ଅନୁଯାୟୀ ସେ ଫୁଡ୍ ଡିଲିଭରି କରି ପଳାଶୁଣିରୁ ଫେରୁଥିବା ବେଳେ ବାଇକରେ ଆସି ୨ ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଲୁଟି ନେଇଥିଲେ। ପରେ ସେ ଲୁଟେରାଙ୍କ ପିଛା କରିଥିଲେ ମାତ୍ର ଲୁଟେରାମାନେ ଚଳନ୍ତା ବାଇକରୁ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ବାଇକ୍ରୁ ଖସିପଡ଼ିଥିଲେ।

ଖାଲି ଏହି ଗୋଟିଏ ଘଟଣା ନୁହେଁ, ଗଲା କିଛି ଦିନ ହେବ ଲଗାତର ଭାବେ ରାଜଧାନୀରେ ଏଭଳି ଲୁଟପାଟ୍ ଘଟଣା ସାମ୍ନାକୁ ଆସୁଛି। ଗତ ୧ ତାରିଖରେ ମଧ୍ୟ ରସୁଲଗଡ଼ କେନାଲ ରୋଡରେ ଜଣେ ଯୁବତୀ ସ୍କୁଟିରେ ଯିବା ବେଳେ ତାଙ୍କ ଠାରୁ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ। ଲୁଟପାଟ୍ ବେଳେ ଯୁବତୀ ଜଣକ ତଳେପଡ଼ି ଯିବାରୁ ଗୁରୁତର ଆହତ ମଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story