ପୋଲିସ-ଜନତା ଖଣ୍ଡ ଯୁଦ୍ଧ

ଉଦଳା(ଓଡ଼ିଶା ରିପୋର୍ଟର): ଭୋଟ୍‌ ଗଣତିକୁ ନେଇ ପୋଲିସ ଓ ଜନତା ଖଣ୍ଡ ଯୁଦ୍ଧ ହୋଇଛି। ଜନତାଙ୍କ ଢ଼େଲା ପଥର ମାଡ଼ରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୋଚିଳାସିଂହା ପଞ୍ଚାୟତ ଅନ୍ତର୍ଗତ ଦୁଇ ନମ୍ୱର ୱାର୍ଡ଼ରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ଏବେ ଗାଁ ପୋଲିସ ମୁତୟନ ହୋଇଛନ୍ତି। ଆଜି ଚକରାପାଳ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପରେ ଗଣତିକୁ ନେଇ ଗାଁ ଲୋକେ […]

agitation in udla

agitation in udla

Rakesh Mallick
  • Published: Friday, 19 January 2018
  • Updated: 19 January 2018, 04:58 PM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ଭୋଟ୍‌ ଗଣତିକୁ ନେଇ ପୋଲିସ ଓ ଜନତା ଖଣ୍ଡ ଯୁଦ୍ଧ ହୋଇଛି। ଜନତାଙ୍କ ଢ଼େଲା ପଥର ମାଡ଼ରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୋଚିଳାସିଂହା ପଞ୍ଚାୟତ ଅନ୍ତର୍ଗତ ଦୁଇ ନମ୍ୱର ୱାର୍ଡ଼ରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ଏବେ ଗାଁ ପୋଲିସ ମୁତୟନ ହୋଇଛନ୍ତି।

ଆଜି ଚକରାପାଳ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପରେ ଗଣତିକୁ ନେଇ ଗାଁ ଲୋକେ ଓ ପ୍ରଶାସନିକ ମଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଗାଁ ଲୋକେ ଭୋଟ୍‌ ବାକ୍ସ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଟକାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁ ଲୋକେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ। ଫଳରେ ୫ ଜଣ ପୋଲିସ କର୍ମଚାରୀ ଓ ୩ ଜଣ ଗାଁ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପରିକି ବିଡ଼ିଓଙ୍କ ଗାଡ଼ି ସମେତ ଦୁଇଟି ଗାଡ଼ିର ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story