କୃଷି ବିଭାଗର ଫେରାର କିରାଣି ସୋମନାଥ ମହାନ୍ତି ଅଟକ

<p>ବ୍ରହ୍ମପୁର: କୃଷି ବିଭାଗର ଫେରାର କିରାଣିଙ୍କୁ ଗଜପତି ପୋଲିସ ଅଟକ ରଖିଛି । ତାଙ୍କ ନାଁ ସୋମନାଥ ମହାନ୍ତି। ପୋଲିସ ତାଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରୁଛି। ସେ ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଥିଲେ। କୃଷି ଯନ୍ତ୍ରପାତି କିଣାରେ ଦୁର୍ନୀତି ହୋଇଥିବା ନେଇ ସୋମନାଥଙ୍କ ନାଁରେ ଅଭିଯୋଗ ରହିଛି।</p>

Ordigital Desk
  • Published: Sunday, 12 November 2017
  • Updated: 12 November 2017, 10:47 AM IST

Sports

Latest News

<p>ବ୍ରହ୍ମପୁର: କୃଷି ବିଭାଗର ଫେରାର କିରାଣିଙ୍କୁ ଗଜପତି ପୋଲିସ ଅଟକ ରଖିଛି । ତାଙ୍କ ନାଁ ସୋମନାଥ ମହାନ୍ତି। ପୋଲିସ ତାଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରୁଛି। ସେ ଗଜପତି ଜିଲ୍ଲାରେ କାର୍ଯ୍ୟ କରୁଥିଲେ। କୃଷି ଯନ୍ତ୍ରପାତି କିଣାରେ ଦୁର୍ନୀତି ହୋଇଥିବା ନେଇ ସୋମନାଥଙ୍କ ନାଁରେ ଅଭିଯୋଗ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos