ଓଡ଼ିଶାରେ ହିନ୍ଦୀ ଭାଷା ବାଧ୍ୟତାମୂଳକ, ଚିହିଁକି ଉଠିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ […]

aiims

aiims

Manoranjan Sial
  • Published: Friday, 21 February 2020
  • Updated: 21 February 2020, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ଭୁବନେଶ୍ୱର ଏମ୍ସର ଉପନିର୍ଦ୍ଦେଶକ(ପ୍ରଶାସନିକ) ପିକେ ରାୟଙ୍କ ଦସ୍ତଖତରେ ଗତକାଲି (ଗୁରୁବାର) ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ସହ ଫାଇଲରେ ହିନ୍ଦୀ ଭାଷାରେ ନାଁ ଓ ବିଷୟ ଲେଖିବେ। ସେହିପରି ଅତିକମରେ ୩୦ପ୍ରତିଶତ ନୋଟିଂ ଓ ଡ୍ରାଫ୍ଟିଂ ହିନ୍ଦୀ ଭାଷାରେ ହେବ। ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀ ଭାଷାରେ ଯିବ। ଦ୍ୱି’ଭାଷାରେ ବ୍ୟବହୃତ ହେଉଥିବା ଫର୍ମଗୁଡ଼ିକରେ ହିନ୍ଦୀ ଭାଷା ରହିବ। କର୍ତ୍ତୃପକ୍ଷ ସମସ୍ତ ଚିଠିର ଉତ୍ତର ହିନ୍ଦୀ ଭାଷାରେ ଦେବେ। ପ୍ରତି ୩ ମାସରେ ଥରେ ଅଧିକାରୀମାନେ ସେମାନଙ୍କର ବିଭାଗରେ ହେଉଥିବା କାର୍ଯ୍ୟର ରିପୋର୍ଟ ହିନ୍ଦୀ ଭାଷାରେ ହିଁ ପ୍ରସ୍ତୁତ କରି ସରକାରୀ ଭାଷା ସେକ୍ସନକୁ ରିପୋର୍ଟ ଦେବେ। ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ତାକୁ ମନ୍ତ୍ରଣାଳୟ ନିକଟକୁ ପଠାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ନିର୍ଦ୍ଦେଶ ଏମ୍ସରେ କାର୍ଯ୍ୟରତ ସମସ୍ତ ପ୍ରଶାସନିକ, ଏକାଡେମୀ, ହସ୍ପିଟାଲ ପ୍ରଶାସନ, ଅର୍ଥ ଓ ଆକାଉଣ୍ଟସ ଏବଂ ବିଭାଗୀୟ ମୁଖ୍ୟଙ୍କ ନିମନ୍ତେ ଲାଗୁ ହେବ।

ତେବେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକ ହୀନ୍ଦି ଭାଷାକୁ ବାଧ୍ୟତାମୂଳକ କରିବା ଦ୍ୱାରା ଓଡ଼ିଆ ଭାଷାର ଗୁରୁତ୍ୱ ହ୍ରାସ ପାଇବ ଆଶଙ୍କା କରାଯାଉଛି। ଯଦିଓ ହିନ୍ଦୀ ଜାତୀୟ ଭାଷା ତଥାପି ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାରେ ଏହାକୁ ବାଧ୍ୟତାମୂଳକ କରାଯିବା କେତେଦୂର ଯୁକ୍ତିଯୁକ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ସବୁ କାମ ହିନ୍ଦୀରେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କଡ଼ା ଭାବେ ବିରୋଧ କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, “ଓଡ଼ିଶା ହେଉଛି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ଆମ ମାତୃଭାଷାକୁ ଅଣଦେଖା କରିବାକୁ ଆମେ ବରଦାସ୍ତ କରିବୁନି। ନିର୍ଦ୍ଦେଶନାମା ପରିବର୍ତ୍ତନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିବୁ।”

କେନ୍ଦ୍ର ସରକାରଙ୍କର ଏଭଳି ଭାଷା ପ୍ରତିକୁ କଂଗ୍ରେସ ମଧ୍ୟ ବିରୋଧ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “AIIMSର ନିର୍ଦ୍ଦେଶନାମା ଓଡ଼ିଆ ଭାଷା ପ୍ରତି ଅପମାନ। ଆମ ରାଜ୍ୟରେ ହିନ୍ଦୀ ପ୍ରଚଳନ ନେଇ କୌଣସି ସ୍ଥାନ ନାହିଁ। କଂଗ୍ରେସ ଏହାକୁ କଦାପି ଗ୍ରହଣ କରିବନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ହିନ୍ଦୀପ୍ରୀତି ଛାଡ଼ି ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story