ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗଜରାଜ

ବାଲିଗୁଡ଼ା (ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନ ବେଲ୍‌ଘର ବନାଞ୍ଚଳ ଲଙ୍କାଗଡ଼ ସଂରକ୍ଷିତ ଜଙ୍ଗଲରେ ଗତ ୧୬ ତାରିଖରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମାଈ ହାତୀର ଗତକାଲି ମୃତ୍ୟୁ ହୋଇଛି। ଦୀର୍ଘ ୮ ଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ବନ ବିଭାଗ ହାତୀର ଜୀବନ ବଞ୍ଚାଇପାରିନଥିଲା। ଗତ କିଛି ମାସ ତଳେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ୬ରୁ ୭ଟି ହାତୀ ଲଙ୍କାଗଡ଼ ଅଞ୍ଚଳରେ ବୁଲାବୁଲି କରୁଥିଲେ। ସେଥିରୁ […]

Ailing-elephant-which-was-under-treatment-dies-at-belghar-in-kandhamal-district

Manoranjan Sial
  • Published: Thursday, 24 January 2019
  • Updated: 24 January 2019, 06:08 PM IST

Sports

Latest News

ବାଲିଗୁଡ଼ା (ଅଜିତ କୁମାର ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନ ବେଲ୍‌ଘର ବନାଞ୍ଚଳ ଲଙ୍କାଗଡ଼ ସଂରକ୍ଷିତ ଜଙ୍ଗଲରେ ଗତ ୧୬ ତାରିଖରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମାଈ ହାତୀର ଗତକାଲି ମୃତ୍ୟୁ ହୋଇଛି। ଦୀର୍ଘ ୮ ଦିନ ଧରି ଚିକିତ୍ସା କରାଯାଇଥିଲେ ମଧ୍ୟ ବନ ବିଭାଗ ହାତୀର ଜୀବନ ବଞ୍ଚାଇପାରିନଥିଲା।

ଗତ କିଛି ମାସ ତଳେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରୁ ୬ରୁ ୭ଟି ହାତୀ ଲଙ୍କାଗଡ଼ ଅଞ୍ଚଳରେ ବୁଲାବୁଲି କରୁଥିଲେ। ସେଥିରୁ ଗୋଟିଏ ମାଈ ହାତୀ ଉକ୍ତ ଜଙ୍ଗଲରେ ପଡ଼ିଯାଇଥିଲା ଏବଂ ଆଉ ଉଠି ପାରିନଥିଲା। କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ହାତୀଟିକୁ ଉଦ୍ଧାର କରି ଚିକିତ୍ସା କରିଥିଲା। ହେଲେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ଘଟିଛି।

ଶବ ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ପୋତି ଦିଆଯାଇଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କୌଣସି କାରଣ ଜଣାପଡ଼ି ନାହିଁ ବୋଲି ବନ ବିଭାଗ କହିଛି। ତେବେ ବୟସାଧିକ୍ୟ ଯୋଗୁ ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସଫେଇ ଦେଇଛି।

ସେହିପରି ଗତ ଡିସେମ୍ବର ୨୭ ତାରିଖରେ ମଧ୍ୟ ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ମାତ୍ର ତା’ର ମୃତ୍ୟୁର କାରଣ ଜଣାପଡ଼ିନଥିବାରୁ ବନ ବିଭାଗ ତରବରିଆ ଭାବେ ପୋତି ଦେଇଥିବା ଅଭିଯୋଗ ହୋଇଛି। ମାସକ ମଧ୍ୟରେ ବେଲଘର ଅଞ୍ଚଳରେ ଦୁଇଟି ହାତୀର ମୃତ୍ୟୁ ହୋଇ ସାରିଲାଣି। ଯାହାକୁ ନେଇ ବନ ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି। ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story