ଆଜି ବସୁଛି ନବକଳେବର ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ସମିତି ବୈଠକ

ପୁରୀ: ନବକଳେବର-୨୦୧୫ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ସମିତି ବୈଠକ ଆଜି ବସୁଛି । ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ଆରଡିସି ଅଧ୍ୟକ୍ଷତା କରିବେ । ଏହି ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ଜଳ ନିଷ୍କାସନ, ପରିମଳ, ଗମନାଗମନ, ବିଦ୍ୟୁତ ଯୋଗାଣ, ରେଳପଥ ଦୋହରୀକରଣ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ନବକଳେବର ଆୟୋଜନ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସମେତ, ବିଭିନ୍ନ […]

Sri-Puri

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 01:53 AM IST

ପୁରୀ: ନବକଳେବର-୨୦୧୫ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ସମିତି ବୈଠକ ଆଜି ବସୁଛି । ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ଆରଡିସି ଅଧ୍ୟକ୍ଷତା କରିବେ । ଏହି ବୈଠକରେ ରଥ ନିର୍ମାଣଠାରୁ ଆରମ୍ଭ କରି ଜଳ ନିଷ୍କାସନ, ପରିମଳ, ଗମନାଗମନ, ବିଦ୍ୟୁତ ଯୋଗାଣ, ରେଳପଥ ଦୋହରୀକରଣ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ନବକଳେବର ଆୟୋଜନ କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସମେତ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଶ୍ରୀମନ୍ଦିର ସେବାୟତ, ସାମ୍ୱାଦିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଯୋଗଦେବେ ।

Related story